Latest Odisha News

BREAKING NEWS

କୋରାପୁଟରେ ପ୍ଲାଜମା ବ୍ୟାଙ୍କ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ କୋରାପୁଟରେ ଏକ ପ୍ଲାଜମା ବ୍ୟାଙ୍କ ଉଦଘାଟନ କରିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ (ଏସଏଲଏନ୍‌) ରେ ଏହାର ଶୁଭାରମ୍ଭ କରିଛନ୍ତି । ତେବେ ଏହାକୁ ରାଜ୍ୟର ୬ଷ୍ଠ ପ୍ଲାଜମା ବ୍ୟାଙ୍କ ବୋଲି କୁହାଯାଉଛି ।

ଏହା ପୂର୍ବରୁ ରାଜ୍ୟରେ ୫ଟି ପ୍ଲାଜମା ବ୍ୟାଙ୍କ ଖୋଲିଛି । ସେଥିମଧ୍ୟରେ – କଟକ ଏସସିବି, କ୍ୟାପିଟାଲ, ଏମକେସିଜି, ରାଉରକେଲା ଓ ବୁର୍ଲାରେ ପ୍ଲାଜମା ବ୍ୟାଙ୍କ ଖୋଲାଯାଇଥିଲା ।

Leave A Reply

Your email address will not be published.