ଭୁବନେଶ୍ୱର:କୃଷି ଆଇନ ପ୍ରତ୍ୟାହାର ପାଇଁ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଟ୍ୱିଟ କରି ପ୍ରଧାନମନ୍ତ୍ରୀଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶ ତଥା ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏପରି ନିଷ୍ପତି ନିଆଯାଇଛି । ଆନ୍ଦୋଳନରତ ଚାଷୀଙ୍କ ପାଇଁ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଚାଷୀ ମାନେ ଘରକୁ ଫେରିଲେ ସେମାନଙ୍କୁ ସ୍ୱାଗତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ପ୍ରକାଶ କରିଛନ୍ତି । ଓଡିଶା ସରକରା ସବୁବେଳେ ଚାଷୀଙ୍କ ସାଥୀରେ ରହିଛି ।ଚାଷ ଓ ଚାଷୀରହ ଉନ୍ନତି ଆମ ସରକାରଙ୍କ ପ୍ରଧାନ ଉଦ୍ଦେଶ୍ୟ । ଚାଷୀଙ୍କ ସ୍ୱାର୍ଥକୁ ବିଜେଡି ସବୁବେଳେ ସମର୍ଥନ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲ ।ଏହା କୃଷକଙ୍କ ବିଜୟ ବୋଲି ମୋଦି କହିଛନ୍ତି ।
BREAKING NEWS
- ରାଜଧାନୀର ପାଶ୍ବବର୍ତ୍ତୀ ନଦୀ ଗୁଡିକର ହେବ ପୁନରୁଦ୍ଧାର; ଏତିକି ଟଙ୍କା ବ୍ୟୟ ବରାଦ
- OPTCLର ୩ଟି ନୂତନ ଗ୍ରୀଡ୍ ସବ୍ଷ୍ଟେସନ, ୮ଟି ଗୁରୁତ୍ବପୂର୍ଣ୍ଣ ଟ୍ରାନ୍ସମିସନ୍ ଲାଇନ୍ ଉଦ୍ଘାଟିତ
- ଟି୨୦ର ଗୋଟିଏ ଇନିଂସରେ ୯ ୱିକେଟ, ୫ ବଲରେ ୫ ସଫଳତା
- Called ‘Auntie’ By Colleague:’ଆଣ୍ଟି’କହିବା ପଡ଼ିଲା ମହଙ୍ଗା; ଲକ୍ଷେ ୭୭ ହଜାର ଟଙ୍କା ଜରିମାନା ପାଇଁ କୋର୍ଟ ଦେଲେ ନିର୍ଦ୍ଦେଶ
- ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଏଥର ୯ ନୁହେଁ ୧୨ ଟିମ ଖେଳିବ
- ଅଶୋଧିତ ତେଲରୁ କିପରି ତିଆରି ହୁଏ ପେଟ୍ରୋଲ ଏବଂ ଡିଜେଲ? ଜାଣନ୍ତୁ ୨ ଲିଟର ତିଆରି କରିବାକୁ କେତେ…
- Mamata Banarjee: ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ମମତା ବାନାର୍ଜୀଙ୍କ ପୁରା ସମ୍ପତ୍ତି କେତେ?
- Odisha Vigilance: ଗିରଫ ହେଲେ ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ
- ଗୁଜରାଟ ଜିତିଲା, ଗିଲଙ୍କୁ ଗାଳିଦେଲେ ନେହେରା
- US Iran Ceasefire Deal: ‘ପାକିସ୍ତାନ ବିଶ୍ୱସନୀୟ ନୁହେଁ,ଆମେରିକାରର..’;ଇସଲାମାବାଦର ମଧ୍ୟସ୍ଥତା ଉପରେ ଇସ୍ରାଏଲୀ ରାଷ୍ଟ୍ରଦୂତ ରୁଭେନଙ୍କ ବୟାନ
Comments are closed.