ଭୁବନେଶ୍ବର: ଅନୁଗୁଳ ଓ ଗଜପତି ଜିଲ୍ଲା ପାଇଁ ୪ ନେତାଙ୍କୁ ବିଜେଡିର ନୂଆ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ଦିଆଯାଇଛି । ଅନୁଗୁଳ-ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚିନ୍ମୟ ସାହୁଙ୍କୁ ଦାୟିତ୍ବ ଦିଆଯାଇଛି । ନେଫୁ ଦାସ ଛେଣ୍ଡିପଦା-ପାଲଲହଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପର୍ଯ୍ୟବେକ୍ଷକ ହୋଇଛନ୍ତି । ସେହିପରି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଶଶୀଭୂଷଣ ମହାନ୍ତିଙ୍କୁ ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଥିବାବେଳେ ପୃଥ୍ବୀରାଜ ସାହୁଙ୍କୁ ମୋହନା ଦାୟିତ୍ବ ଦିଆଯାଇଛି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତି ନେଇଛନ୍ତି ।
BREAKING NEWS
- ୨୦୨୭ ଦିନିକିଆ ବିଶ୍ୱକପ: ଏହି ୬ ପେସ ବୋଲର ଖେଳିବା ନିଶ୍ଚିତ
- ଆମେରିକା ସହ ଯୁଦ୍ଧବିରତି ନେଇ କୌଣସି ଆଲୋଚନା ହୋଇନାହିଁ: ଇରାନ
- ଆଇପିଏଲ ଆରମ୍ଭରୁ ବୁମରାହଙ୍କ ଖେଳିବା ନେଇ ଲାଗି ରହିଛି ସସ୍ପେନ୍ସ
- ରାଜ୍ୟରେ ବୃଦ୍ଧି ପାଉଛି ଶିଶୁ ନିଖୋଜ ସଂଖ୍ୟା; ସେପଟେ, ଟ୍ୱିନ୍ ସିଟିର ହତ୍ୟା ମାମଲା…
- ଟଳିଲା ବଡ ଅଘଟଣ: ୩ଟି ଲ୍ୟାଣ୍ଡମାଇନ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ
- ବରମୁଣ୍ଡା ବିଏସ୍ଏବିଟିରେ ଭିସା ଆବେଦନ କେନ୍ଦ୍ର ପାଇଁ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ
- cold storage wall collapse: ଭୁଶୁଡ଼ି ପଡ଼ିଲା ଶୀତଳ ଭଣ୍ଡାର…୪ ଶ୍ରମିକଙ୍କ ମୃତ୍ୟୁ, ଅନେକ ଆହତ; ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ସହାୟତା ଘୋଷଣା
- ଧୂରନ୍ଧର: ଦି ରିଭେଂଜର ପ୍ରଭାବ, ଟକ୍ସିକ ପରେ ଘୁଂଚିବ ଦୃଶ୍ୟମ ୩
- Labour Safety:ସମ୍ଭାବ୍ୟ ଅଂଶୁଘାତ ଆଶଙ୍କାରେ ଶ୍ରମିକଙ୍କ ପାଇଁ କଟକଣା;ଦିନ ୧୧ରୁ ଅପରାହ୍ନ ୩ଟା କାମ ମନା
- OTET2026: ମେ ୨୯ରେ OTET-୨୦୨୬ ପରୀକ୍ଷା; ଆସନ୍ତା ୨୬ରୁ ଅନଲାଇନ୍ ଆବେଦନ
Comments are closed.