Latest Odisha News

BREAKING NEWS

ଆଜି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ

ମାଲକାନଗିରି: ବଦଳୁଛି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଚିତ୍ର । ବିକାଶ ପଥରେ ଯୋଡ଼ିବା ପାଇଁ ବହୁ ପଦକ୍ଷେପ ଓ ଯୋଜନା ହାତକୁ ନେଇଛନ୍ତି ରାଜ୍ୟ ସରକାର । ଆଜି ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫୋନ୍ ଯୋଗେ ଅଞ୍ଚଳର ବିକାଶ ନେଇ ଲୋକଙ୍କ ସହ ଆଲୋଚନା କରିବେ ।

ଗୁରୁପ୍ରିୟା ସେତୁ ହେବା ପରେ ଅଞ୍ଚଳର ବିକାଶ ସମ୍ପର୍କରେ ସମୀକ୍ଷା । ଏହି ଅବସରରେ ୯ଟି ପଞ୍ଚାୟତର ପ୍ରତ୍ୟେକ ଘରକୁ ବଣ୍ଟନ ହେବ ଗୋଟିଏ ଲେଖାଏଁ ମୋବାଇଲ ଫୋନ୍ । ଗୁରୁପ୍ରିୟା ସେତୁ ପରେ ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳ ସ୍ୱାଭିମାନ ଅଞ୍ଚଳର ରୂପ ନେଇଛି ।

Leave A Reply

Your email address will not be published.