ଭୁବନେଶ୍ୱର : ହୋଲି ପାଇଁ ଚଳଚଞ୍ଚଳ ରାଜଧାନୀର ରଙ୍ଗ ବଜାର ।ହୋଲି ପୂର୍ବରୁ ଭୁବନେଶ୍ୱରର ବିଭିନ୍ନ ରଙ୍ଗ ଦୋକାନରେ କମିଶନରେଟ୍ ପୋଲିସ ଚଢାଉ କରିଛି । ହର୍ବାଲ ରଙ୍ଗ ଛଡା ଆଉ ସବୁ ରଙ୍ଗକୁ ହୋଲି ଖେଳ ପାଇଁ ବାରଣ କରାଯାଇଛି । ହୋଲି ବଜାରରେ ଦୋକାନୀ ମାନେ ଅପମିଶ୍ରିତ ରଙ୍ଗ ବା କେମିକାଲ ରଙ୍ଗ ବିକ୍ରି କରିବାର ଆଶଂଙ୍କା ରହିଛି ।ଏହି ଅବସରରେ ଆଜି ବିଭିନ୍ନ ଦୋକାନ ଗୁଡିକ ଉପରେ ଚଢାଉ କରାଯାଇଥିଲା ।ଯେଉଁ ସବୁ ଦୋକାନ ଗୁଡିକରେ କେମିକାଲ ରଙ୍ଗ ବିକ୍ରି ହେଉଥିଲା ସେ ସବୁ ଜବତ କରିଛି ପୋଲିସ । ଆଜି କମିଶନରେଟ ପୋଲିସ ପକ୍ଷରୁ ପଟିଆ, ୟୁନିଟ୍ -୧ ମାର୍କେଟ, ଶୈଳଶ୍ରୀ ବିହାର, ଶିରିପୁର , ଚନ୍ଦ୍ରଶେଖର ପୁର ଆଦି ଅଞ୍ଚଳରେ ଚଢାଉ କରାଯାଇଥିଲା ।
BREAKING NEWS
- ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତକୁ ସାହାଯ୍ୟର ହାତ ବଢାଇଛି ଋଷ, ସାରା ବିଶ୍ୱରେ ଚହଳ
- Holi: ହୋଲି ପାଇଁ କଡା ସୁରକ୍ଷା ବଳୟରେ ଭୁବନେଶ୍ୱର
- ପଞ୍ଚମ ଦିନରେ ମଧ୍ୟପ୍ରାଚ୍ୟ ମହାଯୁଦ୍ଧ: ଯୁଦ୍ଧ ବଢାଇବାକୁ ଚେତାବନୀ ଦେଲେ ଟ୍ରମ୍ପ
- ଖାମେନିଙ୍କ ପୁଅ ମୋଜତାବା ହେଲେ ଇରାନର ପରବର୍ତ୍ତୀ ସର୍ବୋଚ୍ଚ ନେତା
- ବଡ଼ଧରଣର ଡ଼କାୟତି ଘଟଣାରେ ପର୍ଦ୍ଦାଫାସ; ୭ ଡକାୟତ ଗିରଫ, ନଗଦ ଟଙ୍କା ସହ ସୁନା ଅଳଙ୍କାର ଜବତ
- ହୋଲିରେ ମିଳିବ ନି ମଦ, ଅମାନିଆଙ୍କୁ ସାବାଡ କରିବାକୁ ପ୍ରସ୍ତୁତ କମିଶନରେଟ ପୋଲିସ
- ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆରସିବି ଖେଳିବ ୫ ମ୍ୟାଚ
- Cough Syrup Seized: ଶତାଧିକ ବୋତଲ କଫ୍ ସିରପ୍ ଓ ନିଶା ଟାବଲେଟ୍ ଜବତ, ୩ ଗିରଫ
- Earthquake: ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୨
- ଇସ୍ରାଏଲର ବଡ ଦାବି, ଆକ୍ରମଣରେ ଇରାନ ନୂଆ ରକ୍ଷାମନ୍ତ୍ରୀଙ୍କର ମୃତ୍ୟୁ, ଦିନକ ପୂର୍ବରୁ…
Comments are closed.