Latest Odisha News

BREAKING NEWS

ଅଡୁଆରେ ଅକ୍ଷୟଙ୍କ ବଚ୍ଚନ ପାଣ୍ଡେ ଫିଲ୍ମ: ଆଗରେ ଆରଆରଆର ପଛରେ ଦି କଶ୍ମୀର ଫାଇଲ୍ସ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ବଚ୍ଚନ ପାଣ୍ଡେ ଫିଲ୍ମ ରିଲିଜ ହୋଇଯାଇଛି । ତେବେ ଏହି ଫିଲ୍ମ ନେଇ ଦର୍ଶକଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ତେବେ ଅକ୍ଷୟଙ୍କ ପାଇଁ ସବୁଠାରୁ ବଡ ସମସ୍ୟା ହେଉଛି ଦି କଶ୍ମୀର ଫାଇଲ୍ସ ଫିଲ୍ମ ଜବରଦସ୍ତ କଲେକ୍ସନ ଜାରୀ କରିଛି । ଅପରପକ୍ଷରେ ଆଗାମୀ ସପ୍ତାହରେ ଆରଆରଆର ଫିଲ୍ମ ରିଲିଜ ହେବ । ସପ୍ତାହକ ମଧ୍ୟରେ ବଚ୍ଚନ ପାଣ୍ଡେ ଭଲ ବ୍ୟବସାୟ ନ କଲେ ଏହା ମେକର୍ସଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।

BjdElectrycity

ଏସ ଏସ ରାଜମୌଲୀଙ୍କ ଆରଆରଆରରେ ରାମଚରଣ, ଜୁନିୟର ଏନଟିଆର ଓ ଅଜୟ ଦେବଗାନଙ୍କ ପରି ଲୋକପ୍ରିୟ କଳାକାର ରହିଛନ୍ତି । ଦେଖାଯାଉ ଆଗାମୀ ଦିନରେ ବଚ୍ଚନ ପାଣ୍ଡେ କି ଭଳି ବ୍ୟବସାୟ କରୁଛି ।

Leave A Reply

Your email address will not be published.