Latest Odisha News

BREAKING NEWS

ସାବଧାନ! ସନ୍ଧ୍ୟା ୭ଟା ପରେ ବାହାରେ ବୁଲୁଛି ଭୂତ

ଭୁବନେଶ୍ୱର : ଭୁବନେଶ୍ୱର ଓ କଟକରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ଲାଗିଛି କର୍ଫ୍ୟୁ । ଏହି ସମୟରେ ଦୋକାନ ବଜାର ବନ୍ଦ ସହ ଯାତାୟତ ଉପରେ ବି କଟକଣା ଲାଗିଛି । ଏ ନେଇ ଲୋକଙ୍କୁ ସଚେତନ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏକ ଅଭିନବ ବାର୍ତ୍ତା ଦିଆଯାଇଛି ।

ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ଘରେ ରହନ୍ତୁ । ଆଉ ଭୂତମାନେ ହିଁ କେବଳ ବିନା ନିମନ୍ତ୍ରଣରେ ବାହାରକୁ ଆସନ୍ତି ବୋଲି ଏଥିରେ ଚିତ୍ର ଆକାରରେ ବର୍ଣ୍ଣନା ହୋଇଛି ।

Leave A Reply

Your email address will not be published.