Latest Odisha News

BREAKING NEWS

ତାଇୱାନ ବିମାନ ଖସାଇବା ଖବରକୁ ଖଣ୍ଡନ କଲା ଚୀନ

ବେଜିଂ: ତାଇୱାନ ଆମର କୌଣସି ବିମାନ ଖସାଇ ନାହିଁ ବୋଲି ଚୀନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଚୀନର ସିସିପିଏସୟୁ-୩୫ ବିମାନକୁ ତାଇୱାନ ଖସାଇଦେଇଥିବା ନେଇ ବିଭିନ୍ନ ଖବର ପ୍ରସାରିତ ହୋଇଥିଲା । ତେବେ ଏହାର କୌଣସି ସତ୍ୟତା ନାହିଁ ଏହା ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଖବର ବୋଲି ଚୀନର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

BjdElectrycity

ତାଇୱାନ ସୀମାରେ ଉପରୋକ୍ତ ବିମାନକୁ ବାରମ୍ବାର ଚେତାବନୀ ଦିଆ ଯାଇଥିଲେ ମଧ୍ୟ ଖାତିର କରି ନ ଥିବାରୁ ଏହାକୁ ସେନା ଖସାଇ ଦେଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ଏ ନେଇ ଉଭୟ ଦେଶ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆ ଯାଇ ନ ଥିଲା । ମାତ୍ର ଏହା ସୋସିଆଲ ସାଇଟରେ ଭାଇରାଲ ହେବା ପରେ ଚୀନ ପ୍ରଥମେ ମୁହଁ ଖୋଲିଛି ।

Leave A Reply

Your email address will not be published.