Latest Odisha News

BREAKING NEWS

କଂଗ୍ରେସ ପକ୍ଷରୁ ଓଡ଼ିଶାର ୭ଟି ଲୋକସଭା ଆସନ ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ପକ୍ଷରୁ ସୋମବାର ଦିନ ଓଡ଼ିଶାର ଆଉ ୭ଟି ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି ।

ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ଓଡ଼ିଶାର ୭ଟି ଲୋକସଭା ପ୍ରାର୍ଥୀ ତାଲିକା
୧ – ସତ୍ୟ ପ୍ରକାଶ ନାୟକ (ପୁରୀ)
୨ – ମଧୁମିତା ସେଠୀ (ଭଦ୍ରକ)
୩ – କେପି ସିଂହଦେଓ (ଢେଙ୍କାନାଳ)
୪ – ଧରଣୀଧର ନାୟକ (କେନ୍ଦ୍ରାପଡ଼ା)
୫ – ଫକିର ମୋହନ ନାୟକ (କେନ୍ଦୁଝର)
୬ – ପ୍ରତିମା ମଲ୍ଲିକ (ଜଗତସିଂହପୁର)
୭ – ନବଜ୍ୟୋତି ପଟ୍ଟନାୟକ (ବାଲେଶ୍ୱର)

ପୂର୍ବରୁ କଂଗ୍ରେସ ପକ୍ଷରୁ ଘୋଷିତ ୮ଟି ଲୋକସଭା ପ୍ରାର୍ଥୀ ତାଲିକା

୧ – ପ୍ରଦୀପ କୁମାର ଦେବତା (ବରଗଡ଼)
୨ – ଜର୍ଜ ତୀର୍କୀ (ସୁନ୍ଦରଗଡ଼)
୩ – ଭକ୍ତ ଚରଣ ଦାସ (କଳାହାଣ୍ଡି)
୪ – ମନୋଜ କୁମାର ଆଚାର୍ଯ୍ୟ (କନ୍ଧମାଳ)
୫- ପ୍ରଦୀପ କୁମାର ମାଝୀ (ନବରଙ୍ଗପୁର)
୬ – ଭି ଚନ୍ଦ୍ରଶେଖର ନାଇଡୁ (ବ୍ରହ୍ମପୁର)
୭ – ସମରେନ୍ଦ୍ର ମିଶ୍ର (ବଲାଙ୍ଗିର)
୮ – ସପ୍ତଗିରି ଉଲ୍ଲାକା (କୋରାପୁଟ)

ଓଡ଼ିଶାର ସମୁଦାୟ ୨୧ଟି ଲୋକସଭା ଆସନ ମଧ୍ୟରୁ ଅବଶିଷ୍ଟ ୬ଟି ଲୋକସଭା ଆସନ ଲାଗି ଖୁବଶିଘ୍ର ପ୍ରାର୍ଥୀ ତାଲିକା ଘୋଷିତ ହେବା ନେଇ କଂଗ୍ରେସ ସୂତ୍ରରୁ ସୂଚନା ମିଳିଛି ।

Leave A Reply

Your email address will not be published.