Latest Odisha News

BREAKING NEWS

ସାମ୍ବାଦିକ ସୁରକ୍ଷା ଆଇନ ଆଣିବାକୁ ଗୃହରେ କଂଗ୍ରେସର ଦାବି

ଭୁବନେଶ୍ୱର: ସାମ୍ବାଦିକଙ୍କ ସୁରକ୍ଷା ପାଇଁ ନୂତନ ଆଇନ ପ୍ରଣୟନ କରିବାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସୋମବାର ଦିନ ବିଧାନସଭାରେ ଅପିଲ କରିଛନ୍ତି ।

ନରସିଂହ ମିଶ୍ର କହିଛନ୍ତି ଯେ,ସାମ୍ବାଦିକ ମାନେ କର୍ତ୍ତବ୍ୟରତ ଅବସ୍ଥାରେ ଆସାଧୁ ବ୍ୟକ୍ତି ତଥା ଜନପ୍ରତିନିଧିଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ଏସବୁ ଦ୍ୱାରା ସେମାନଙ୍କ ଜୀବନ ପ୍ରତି ବିପଦ ରହୁଥିବା ବେଳେ , ସେମାନଙ୍କ ସୁରକ୍ଷା ନିମନ୍ତେ ଏକ ନୂଆ ଆଇନ ପ୍ରଣୟନ ହେବା ଜରୁରୀ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.