Latest Odisha News

BREAKING NEWS

Browsing Category

ସାମ୍ବାଦିକ

କରୋନା ଲଢେଇ: ସାମ୍ୱାଦିକଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବୀମା ଘୋଷଣା କଲେ ହରିୟାଣା ସରକାର

ହରିୟାଣା: କରୋନା ମୁକାବିଲା ପାଇଁ ସାରା ଦେଶ ଏକଜୁଟ । ଖାଲି ସ୍ୱାସ୍ଥ୍ୟକର୍ମୀ କିମ୍ବା ପ୍ରଶାସନ ନୁହେଁ ବରଂ ଏହି ଲଢେଇରେ କାନ୍ଧରେ କାନ୍ଧ ମିଶାଇ ଏହାର ମୁକାବିଲା କରୁଛନ୍ତି ଗଣମାଧ୍ୟମ ପ୍ରତିନିଧି ମାନେ । ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟରତ ସାମ୍ୱାଦିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି…

ଆଇଆଇଏମ୍‍ସି ଢେଙ୍କାନାଳରେ ପୁରାତନ ଛାତ୍ର ସଂଘର ବୈଠକ: ୪ ଶିକ୍ଷାର୍ଥୀଙ୍କୁ ମେଧାବୃତ୍ତି

ଢେଙ୍କାନାଳ: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ରେ ପୁରାତନ ଛାତ୍ର ସଂଘର ବୈଠକ ଅନୁଷ୍ଠିତ ହୋଇଛି । ଆଇଆଇଏମ୍‍ସି ପୁରାତନ ଛାତ୍ର ସଂଘ (ଆଇଆଇଏମ୍‍ସିଏଏ) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚଳିତ ଶିକ୍ଷାବର୍ଷର ୪ ଶିକ୍ଷାର୍ଥୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି । ଓଡ଼ିଆ…

ଓଡ଼ିଆ ଗଣମାଧ୍ୟମ: ସ୍ଥିତି, ଧାରା, ଭବିଷ୍ୟତ

ଓଡ଼ିଆ ଗଣମାଧ୍ୟମର ସାମ୍ପ୍ରତିକ ସ୍ଥିତିକୁ ଗୋଟେ ଶବ୍ଦରେ କହିହେବ- ଦ୍ୱନ୍ଦାତ୍ମକ । ଏ ସମ୍ପର୍କରେ ଚାର୍ଲସ ଡ଼ିକେନ୍ସଙ୍କ ଗୋଟିଏ ବାକ୍ୟକୁ ଧାର କରି ଆହୁରି ସୁନ୍ଦର ଉଦାହରଣଟେ ଦେଇହେବ : ଏହା ହେଉଛି ସବୁଠାରୁ ଭଲ ସମୟ, ଏହା ହେଉଛି ସବୁଠାରୁ ଖରାପ ସମୟ (it is the best of the times and…

‘ଆଇଆଇଏମ୍‍ସି’ରେ ମହାତ୍ମା ଗାନ୍ଧୀ: ସାମ୍ବାଦିକ ଓ ସମ୍ପାଦକ’ ମନୋଗ୍ରାଫ୍‍ ଉନ୍ମୋଚିତ

ଢେଙ୍କାନାଳ: ଭାରତୀୟ ସାମ୍ବାଦିକତା କ୍ଷେତ୍ରରେ ମହାତ୍ମ ଗାନ୍ଧୀଙ୍କ ଅବଦାନ ଅତୁଳନୀୟ । ସାଧାରଣ ଲୋକଙ୍କ ସମସ୍ୟାକୁ ଖବରକାଗଜ ମାଧ୍ୟମରେ ଉପସ୍ଥାପନ କରୁଥିଲେ ଗାନ୍ଧୀ । ତାଙ୍କ ଭାଷା ଥିଲା ଅତି ସାଧାରଣ ଓ ସ୍ପଷ୍ଟ । ଏହାସହ ଜଣେ ଉଚ୍ଚକୋଟୀର ଉନ୍ନୟନମୂଳକ ସାମ୍ବାଦିକ ଭାବେ ସେ ସାରା ବିଶ୍ୱରେ…

ଆଇଆଇଏମ୍‍ସିରେ ଲୋକସମ୍ପର୍କ ରାଉଣ୍ଡ ଟେବୁଲ

ଢେଙ୍କାନାଳ: ପ୍ରଯୁକ୍ତି ବିଦ୍ୟା ବା ଟେକ୍ନଲୋଜି କେବେ ବି ସୃଜନଶୀଳତାର ସ୍ଥାନ ନେଇପାରିବନି । ମଣିଷର ଆଭ୍ୟନ୍ତରୀଣ ସୃଜନାତ୍ମକ କଳାର କୌଣସି ବିକଳ୍ପ ନାହିଁ । ଏଣୁ ଜଣେ ଉତ୍ତମ ଲୋକସମ୍ପର୍କ ଅଧିକାରୀଙ୍କ ସ୍ଥାନ କଦାପି ଟେକ୍ନଲୋଜି ପୂରଣ କରିପାରିବନି ବୋଲି କହିଛନ୍ତି ନାଲ୍‍କୋର ଡେପ୍ୟୁଟି…

“ନୂଆ ପ୍ରଯୁକ୍ତି ବିଦ୍ୟା ଜୀବନକୁ ପ୍ରଭାବିତ କରିଥାଏ”: ନିର୍ଦ୍ଦେଶକ ହିମାଂଶୁ ଖଟୁଆ

ଢେଙ୍କାନାଳ: ନୂଆ ପ୍ରଯୁକ୍ତି ବିଦ୍ୟା ଜୀବନକୁ ପ୍ରଭାବିତ କରିଥାଏ । ଦିନକୁ ଦିନ ପ୍ରଯୁକ୍ତି ବିଦ୍ୟାରେ ନୂଆ ଉଦ୍ଭାବନ ଲୋକଙ୍କ ଜୀବନଶୈଳୀକୁ ମଧ୍ୟ ବଦଳାଇବାରେ ଲାଗିଛି ବୋଲି କହିଛନ୍ତି କିଟ୍‍ ସ୍କୁଲ୍‍ ଅଫ୍‍ ସିନେମାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ…

ଜାନୁଆରୀ ୧୪ରୁ ଆଇଆଇଏମ୍‍ସିରେ ‘ଫିଲ୍ମି ଚକ୍କର-୩’

ଢେଙ୍କାନାଳ: ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା । ଚଳଚ୍ଚିତ୍ର ଉପରେ ଆଲୋଚନା । ପୁଣି ଚଳଚ୍ଚିତ୍ରର ବିଭିନ୍ନ ବିଭବକୁ ନେଇ କର୍ମଶାଳା । ଏସବୁର ସୁଯୋଗ ଆଣିଦେଇଛି ଭାରତୀୟ ଜନ ସଞ୍ଚାର ସଂସ୍ଥାନ, ଢେଙ୍କାନାଳ ପକ୍ଷରୁ ଆୟୋଜିତ ହେବାକୁ ଥିବା ଚଳଚ୍ଚିତ୍ର ସମ୍ପର୍କିତ କାର୍ଯ୍ୟକ୍ରମ ‘ଫିଲ୍ମି ଚକ୍କର’ ।…

ବରିଷ୍ଠ ସାମ୍ବାଦିକ ପ୍ରଭାତ ଦାଶଙ୍କ ବିୟୋଗ; ମୟୂରଭଞ୍ଜରେ ଶୋକସଭା

ବାରିପଦା: ବରିଷ୍ଠ ସାମ୍ବାଦିକ ପ୍ରଭାତ ଦାଶଙ୍କ ଗତ ଗୁରୁବାର ସଂଧ୍ୟାରେ ହୃଦଘାତ ଜନିତ ଅକାଳ ବିୟୋଗ ଘଟିଛି । ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ବାରିପଦା ପୌର ପରିଷଦ ଅତିଥି ଭବନ ଠାରେ ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲାର ସାମ୍ବାଦିକଙ୍କ ତରଫରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି…

ସାମ୍ବାଦିକଙ୍କ ଚିକିତ୍ସା ପାଇଁ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାମ୍ବାଦିକଙ୍କ ସହାୟତା ନିମନ୍ତେ ଗୋଟିଏ ପାଦ ଆଗକୁ ଆସିଛନ୍ତି ରାଜ୍ୟସରକାର । ଶୁକ୍ରବାର ଦିନ ଢେଙ୍କାନାଳ ଜିଲ୍ଲାର ଜଣେ କର୍ମଜୀବୀ ସାମ୍ବାଦିକଙ୍କ କିଡନି ପ୍ରତିରୋପଣ ପାଇଁ ପ୍ରାରମ୍ଭିକ ସହାୟତା ଭାବେ ୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ସାମ୍ବାଦିକ ସୁରକ୍ଷା ଆଇନ ଆଣିବାକୁ ଗୃହରେ କଂଗ୍ରେସର ଦାବି

ଭୁବନେଶ୍ୱର: ସାମ୍ବାଦିକଙ୍କ ସୁରକ୍ଷା ପାଇଁ ନୂତନ ଆଇନ ପ୍ରଣୟନ କରିବାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସୋମବାର ଦିନ ବିଧାନସଭାରେ ଅପିଲ କରିଛନ୍ତି । ନରସିଂହ ମିଶ୍ର କହିଛନ୍ତି ଯେ,ସାମ୍ବାଦିକ ମାନେ କର୍ତ୍ତବ୍ୟରତ ଅବସ୍ଥାରେ ଆସାଧୁ ବ୍ୟକ୍ତି ତଥା ଜନପ୍ରତିନିଧିଙ୍କ ଆକ୍ରୋଶର…