Latest Odisha News

BREAKING NEWS

କଂଗ୍ରେସ ଭବନରେ ଭଙ୍ଗାରୁଜା

ଭୁବନେଶ୍ୱର :କଂଗ୍ରସ ଭବନରେ ଭଙ୍ଗାରୁଜା । ଯୁବ କଂଗ୍ରେସ ଅଫିସ ତାଲା ଭାଙ୍ଗି କିଛି ଯୁବକ କଂଗ୍ରେସ ଭବନ ଭିତରକୁ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଆଜି ସକାଳ ୬ ଟା ପାଖାପାଖି ସମୟ ହେବ ଏପରି ଘଟଣା ଘଟିଥିବା ଜଣାପଡ଼ିଛି। କଂଗ୍ରେସ ଭବନ ଭିତରେ କାହିଁକି ଓ କିଏ ଏପରି କାଣ୍ଡ ଘଟାଇଲେ ତାହା ଏବେ ସନ୍ଦେହ ଘେରରେ ରହିଛି। କଂଗ୍ରସ ଭବନ କୋଠରୀ ଭିତରେ ଅନେକ ଜିନିଷ ଭଙ୍ଗାରୁଜା ହୋଇ ପଡ଼ିଥିବା ଦେଖିବାକୁ ମିଳିଛି।ଏନେଇ ଏପଯ ୍ର୍ୟନ୍ତ କୌଣସି କଂଗ୍ରେସ କର୍ମୀଙ୍କ ପ୍ରତିକ୍ରିୟା ମିଳିପାରିନି।

Leave A Reply

Your email address will not be published.