ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସରେ ଅନ୍ତଃକନ୍ଦଳ ଦେଖାଦେଇଛି । ଆପ୍ର ବିଜୟକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କଂଗ୍ରେସ ନେତା ମିଲିନ୍ଦ ଦେଓରା ପ୍ରଶଂସା କରିଛନ୍ତି । ହେଲେ ଏହାକୁ ସହ୍ୟ କରି ପାରିନାହାନ୍ତି କଂଗ୍ରେସର ଆଉ ଜେଣ ବରିଷ୍ଠ ନେତା ଅଜୟ ମାକେନ ।
ସୂଚନା ଯୋଗ୍ୟ ଯେ, ରବିବାର ଅରବିନ୍ଦ କେଜ୍ରିୱାଲ ଶପଥ ନେବା ପରେ ତାଙ୍କୁ ସବୁଆଡୁ ଶୁଭେଚ୍ଛା ସୁଅ ଛୁଟିଥିଲା । ଏହି କ୍ରମରେ କଂଗ୍ରେସ ନେତା ମିଲିନ୍ଦ ମଧ୍ୟ ଟ୍ୱିଟ୍ କରି ତାଙ୍କୁ ପ୍ରଂଶସା କରିଥିଲେ । ତେବେ ମିଲନ୍ଦ ଏହି ପ୍ରଂଶାସକୁ କଂଗ୍ରେସ ନେତା ଅଜୟ ମାକେନ ଗ୍ରହଣ କରିପାରିନାହାନ୍ତି । ସେ ତାଙ୍କ ଟ୍ୱିଟ୍ର ପାଲଟା ଜବାବ ଦେଇ କହିଛନ୍ତି, ଯଦି ଆପଣ ଦଳ ଛାଡିବାକୁ ଚାହୁଁଛନ୍ତି ତେବେ ଛାଡି ପାରନ୍ତି । ହେଲେ ଅଧା ଜାଣିଥିବା ସତ୍ୟକୁ ପ୍ରଚାର କର ନାହିଁ ବୋଲି କହିଛନ୍ତି ଅଜୟ ।
BREAKING NEWS
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
- ଦୀର୍ଘ ବର୍ଷ ପରେ ଚେନ୍ନାଇ ବିପକ୍ଷରେ ଖେଳିଲେ ଜାଡେଜା, ଲୋଗୋକୁ ଦେଖି ହେଲେ ଭାବପ୍ରବଣ
- ବଡ଼ ଘୋଷଣା-ବଡ଼ ପ୍ରଚାର, ଦାୟିତ୍ୱ ଶୂନ୍ୟ: ସରକାରଙ୍କୁ ରାହୁଲଙ୍କ ସମାଲୋଚନା
- ୧ ଏପ୍ରିଲରୁ ଟୋଲ୍ ପ୍ଲାଜାରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କ’ଣ କରିବାକୁ ପଡ଼ିବ?
- ଓଡିଶାକୁ ଆଉ ନାହିଁ ମାଓ ବିପଦ
Comments are closed.