ଦଳ ଛାଡିଲେ କଂଗ୍ରେସ ନେତା ସାମନ୍ତ ଖମାରୀ ଓଡିଶାଫିଚରରାଜନୀତି By ଓଡ଼ିଶା ସମ୍ବାଦ ବ୍ୟୁରୋ On Apr 1, 2019 Share ଭୁବନେଶ୍ୱର : ଭବାନୀପାଟଣା ବିଧାନସଭା ଆସନରୁ ସାଗର ଦାସଙ୍କୁ ଦଳ ପ୍ରାର୍ଥୀ କରିବା ପରେ ସୋମବାର ଦିନ କଂଗ୍ରେସ ନେତା ସାମନ୍ତ ଖମାରୀ ଦଳରୁ ଇସ୍ତଫା ଦେଇଛନ୍ତି । ସେ ନିଜ ଇସ୍ତଫା ପତ୍ର ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । Share
Comments are closed.