Latest Odisha News

BREAKING NEWS

ଦଳ ଛାଡିଲେ କଂଗ୍ରେସ ନେତା ସାମନ୍ତ ଖମାରୀ

ଭୁବନେଶ୍ୱର : ଭବାନୀପାଟଣା ବିଧାନସଭା ଆସନରୁ ସାଗର ଦାସଙ୍କୁ ଦଳ ପ୍ରାର୍ଥୀ କରିବା ପରେ ସୋମବାର ଦିନ କଂଗ୍ରେସ ନେତା ସାମନ୍ତ ଖମାରୀ ଦଳରୁ ଇସ୍ତଫା ଦେଇଛନ୍ତି ।

ସେ ନିଜ ଇସ୍ତଫା ପତ୍ର ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି ।

Leave A Reply

Your email address will not be published.