ନୂଆଦିଲ୍ଲୀ: ବିପକ୍ଷ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନା ଏକ କାର୍ଯ୍ୟକ୍ରମରେ ଜଣେ କଂଗ୍ରେସ ଏମପି ତାଙ୍କ ଦାମିକିଆ କଲମ ହଜେଇ ଦେଇଛନ୍ତି । କନ୍ୟାକୁମାରୀର ଏହି ଏମପିଙ୍କ ନାମ ହେଲା ବିଜୟ ବସନ୍ତ ଏବଂ ତାଙ୍କ କଲମର ମୂଲ୍ୟ ୧.୫ ଲକ୍ଷ ଟଙ୍କା ହେବ । ଅଭିଯୋଗ କରାଯିବ ପରେ ଏହି ଦାମୀ କଲମ କିଏ ନେଲା ତାର ତଦନ୍ତ ପୋଲିସ ଆରମ୍ଭ କରିଦେଇଛି । ବିଜୟଙ୍କୁ ତାଙ୍କ ବାପା ଏହି କଲମ ଉପହାର ସ୍ୱରୂପ ଦେଇଥିଲେ । ହୋଟେଲରେ ପ୍ରବେଶ କରିବା ବେଳେ ପ୍ରବଳ ଭୀଡ ହୋଇଥିଲା । କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ସେ ଯେତେବେଳେ ବାହାରକୁ ଆସିଲେ ଦେଖିଲେ ତାଙ୍କ ପକେଟରେ କଲମ ନାହିଁ । ପୋଲିସ ଏବଂ ହୋଟେଲ କର୍ମଚାରୀ ସିସିଟିଭି ଫୁଟେଜ ଯାଂଜ କରୁଛନ୍ତି । ତେବେ କଲମ ମିଳିଯିବ ବୋଲି ପୋଲିସ ପକ୍ଷରୁ ଆଶ୍ୱସନା ଦିଆଯାଇଛି । ମୋ ବାପାଙ୍କ ସ୍ମାରକୀ ନ ମିଳିଳେ ମୁଁ ନିଜକୁ କ୍ଷମା କରିପାରିବି ନାହିଁ ବୋଲି ବିଜୟବସନ୍ତ କହିଛନ୍ତି ।
BREAKING NEWS
- Pakistan Imposes ‘Smart Lockdown’:ପାକିସ୍ତାନରେ ଲାଗିଲା ‘ସ୍ମାର୍ଟ ଲକଡାଉନ୍’, ବଡ଼ ଘୋଷଣା କଲେ ଶାହାବାଜ୍ ସରକାର
- ଯାଜପୁରରେ ଫୁଟିଲା ଗୁଳି, ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ
- Saudi-Bahrain bridge closed: ଟ୍ରମ୍ପଙ୍କ ଧମକ ପରେ ଇସ୍ରାଏଲକୁ ଇରାନର ଚେତାବନୀ, ବନ୍ଦ୍ ହେଲା ସାଉଦି-ବାହରିନ ସେତୁ
- Virat Kohli Seen ‘Dhurandhar 2’ : ‘ଦେଖିନଥିଲି ଏମିତି ସିନେମା…’, ରଣବୀର ସିଂହଙ୍କ ‘ଧୁରନ୍ଧର ୨’ ଦେଖି ପୁରା ଫିଦା ବିରାଟ କୋହଲି
- ଅଡୁଆ କରୁଛନ୍ତି ମନ୍ତ୍ରୀ, ସଜାଡୁଛନ୍ତି ସଚିବ
- Artemis II crew Emotional: ଜହ୍ନରେ କାନ୍ଦିଲା ମଣିଷ! କିଛି ଏମିତି ଦେଖିଲା, ଯାହା କେବେ କିଏ ଦେଖିନଥିଲେ…
- ଇସ୍ତଫା ଦେଲେ ଏୟାର ଇଣ୍ଡିଆର ସିଇଓ, ହଠାତ୍ ଏହି ବଡ଼ ନିଷ୍ପତ୍ତି ନେଲେ କାହିଁକି?
- ‘ଅମରାବତୀ’ ଏବେ ଆନ୍ଧ୍ର ପ୍ରଦେଶର ଏକମାତ୍ର ରାଜଧାନୀ
- ଓଲିଉଡର ଜଣାଶୁଣା ବରିଷ୍ଠ ଫିଲ୍ମ ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ
- Odisha Weather Update: ଆହୁରୀ ସପ୍ତାହେ କାଳବୈଶାଖୀ ଆଶଙ୍କା, ୨୦ ଜିଲ୍ଲାକୁ ଝଡବର୍ଷା ସତର୍କତା
Comments are closed.