Latest Odisha News

BREAKING NEWS

ରାଉରକେଲାର ଏହିସବୁ ଅଞ୍ଚଳରୁ ଉଠିଲା କଣ୍ଟେନମେଣ୍ଟ ନିର୍ଦ୍ଦେଶ

ରାଉରକେଲା: ରାଉରକେଲା ମ୍ୟୁନିସିପାଲିଟି କର୍ପୋରେସନ୍ (ଆରଏମସି) ପକ୍ଷରୁ ସୋମବାର ଦିନ ସେଲ୍ ଅନ୍ତର୍ଗତ ଗାନ୍ଧୀ ରୋଡ୍, ସେକ୍ଟର-୧ ଏବଂ ସେକ୍ଟର-୨୧ ଅଞ୍ଚଳରୁ କଣ୍ଟେନମେଣ୍ଟ ନିର୍ଦ୍ଦେଶ ଉଠାଯାଇଛି।

ଏନେଇ ଆରଏମସି କମିଶନର ଦିବ୍ୟଜ୍ୟୋତି ପରିଡା କହିଛନ୍ତି ଯେ ଏହି ଅଞ୍ଚଳରେ କୌଣସି ନୂଆ କରୋନା ମାମଲା ଚିହ୍ନଟ ହୋଇ ନ ଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.