ପୁରୀ: ମହାମାରୀ କରୋନା ପାଇଁ ଶୀଜିଉଙ୍କ ରଥ ନିର୍ମାଣ ନେଇ ଲାଗି ରହିଥିବା ଦ୍ୱନ୍ଦ ଦୂର ହୋଇଛି । ରଥ ତିଆରି ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ମିଳିିଛି ଗ୍ରୀନ୍ ସିଗ୍ନାଲ । କେନ୍ଦ୍ର ସରକାରଙ୍କଠାରୁ ସର୍ତ୍ତମୂଳକ ଅନୁମତି ମିଳିବା ପରେ ଶୁକ୍ରବାର ଠାରୁ ରଥ ନିର୍ମାଣ କାମ ଚାଲିଛି ।
ରଥ ନିର୍ମାଣ ବେଳେ ଜାରି ଗାଇଡ୍ଲାଇନ୍କୁ ପାଳନ କରିବା ଲାଗି ଶନିବାର ରଥ ଖଳାରେ ସେବକମାନଙ୍କୁ ସଚେତନ କରାଯାଇଛି। କାମ ଆରମ୍ଭ କରିବା ପୂର୍ବରୁ ମହାରଣା ସେବକଙ୍କ ସହିତ ରଥ ନିର୍ମାଣରେ ସାମିଲ ଅନ୍ୟ ସେବକଙ୍କୁ କିପରି ମାସ୍କ ପିନ୍ଧିବେ, ଏକାଧିକ ଥର ହାତ ଭଲ ଭାବେ ସଫା କରିବେ ଏବଂ ସାମାଜିକ ଦୂରତ୍ୱ ରକ୍ଷା କରିବା ସେ ନେଇ ସଚେତନ କରାଯାଇଛି। ଏଡିଏମ୍ଓ ଦେବୀ ପ୍ରସାଦ ମହାପାତ୍ର ରଥ ଖଳାରେ ସେବକମାନଙ୍କୁ ସଚେତନ କରିଥିଲେ।
BREAKING NEWS
- ସାମ୍ବାଦିକ ଓ ସ୍ତମ୍ଭକାର ରବି କାନୁନଗୋଙ୍କ ଦେହାନ୍ତ
- ମନରେଗାର ନୂଆ ନାଁ ଜାଣିନାହାଁନ୍ତି ରାହୁଲ ଗାନ୍ଧୀ! କହିଲେ, ” ଜୀ ଗ୍ରାମ ଜୀ..”
- Army vehicle falls into gorge: ଖାଇକୁ ଖସିଲା ସେନା ଗାଡି; ୧୦ ଯବାନ ଶହିଦ, ଏକାଧିକ ଆହତ
- କି ପ୍ଲାନ୍ କରୁଛନ୍ତି ଶେଖ୍ ହସିନା?
- Mao Camp: କନ୍ଧମାଳ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ, ବହୁ ପରିମାଣର ମାଓ ସାମଗ୍ରୀ ଜବତ
- SI Exam Scam: ଏସଆଇ ପରୀକ୍ଷା ମହାଘୋଟାଲା; ମାର୍ଚ୍ଚ ୧୬କୁ ଘୁଞ୍ଚିଲା ଅଭିଯୁକ୍ତଙ୍କ ଜାମିନ ଶୁଣାଣି
- ଗ୍ରାମରକ୍ଷୀଙ୍କ ମାସିକ ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ; ଏଣିକି ମିଳିବ ୨,୫୦୦ ଟଙ୍କା
- ୭୨ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମାସିକ ଦରମା ବନ୍ଦ କଲେ ଜିଲ୍ଲା ଶିକ୍ଷାଧିକାରୀ
- Simran Bala To Lead All-Male CRPF: କିଏ ଏହି ସିମରନ୍ ବାଲା? ଗଣତନ୍ତ୍ର ଦିବସରେ ସମ୍ପୂର୍ଣ୍ଣ ପୁରୁଷ CRPF ଦଳର ନେବେ ନେତୃତ୍ୱ…ବନିବେ ପ୍ରଥମ ମହିଳା…
- Odisha Vigilance: ୧୦,୦୦୦ ଲାଞ୍ଚ ନେଇ ଗିରଫ ହେଲେ ଆରଆଇ…
Comments are closed.