ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶର ୨୬ ଟି ରାଜ୍ୟ ଓ ୪ ଟି କେନ୍ଦ୍ରଶାସିତ ଅଞ୍ଚଳକୁ କବଳିତ କରି ସାରିଲାଣି ଏହି ମହାମାରୀ।
ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ଟପି ସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ୩୦୦ ଟପିଲାଣି।
ଆସନ୍ତୁ ଜାଣିବା କେଉଁ ରାଜ୍ୟରେ କେତେ ରହିଛି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା…
ମହାରାଷ୍ଟ୍ର: ଦେଶରେ ସର୍ବାଧିକ ମାମଲା ମହାରାଷ୍ଟ୍ରରେ ରେକର୍ଡ କରାଯାଇଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ ସର୍ବାଧିକ ଆକ୍ରାନ୍ତଙ୍କ ସହ ମହାରାଷ୍ଟ୍ରରେ ଏହି ସଂଖ୍ୟା ୧୪୨୬ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୧୨୭ ଛୁଇଁଛି ।
ଦିଲ୍ଲୀ: ଆକ୍ରାନ୍ତ-୧୦୨୫, ମୃତକ- ୧୯
ତାମିଲନାଡୁ: ଆକ୍ରାନ୍ତ-୯୧୫, ମୃତକ- ୧୦
ରାଜସ୍ଥାନ :ଆକ୍ରାନ୍ତ-୬୭୬, ମୃତକ- ୩
ତେଲେଙ୍ଗାନା: ଆକ୍ରାନ୍ତ-୪୫୨, ମୃତକ- ୦୯
ଉତ୍ତରପ୍ରଦେଶ: ଆକ୍ରାନ୍ତ-୪୦୨, ମୃତକ- ୫
ଆନ୍ଧ୍ରପ୍ରଦେଶ: ଆକ୍ରାନ୍ତ-୩୪, ମୃତକ-୬
କେରଳ: ଆକ୍ରାନ୍ତ-୨୩୦, ମୃତକ-୨
ଜାମ୍ମୁ କାଶ୍ମୀର: ଆକ୍ରାନ୍ତ-୨୧୪, ମୃତକ-୪
କର୍ଣ୍ଣାଟକ: ଆକ୍ରାନ୍ତ-୧୮୩, ମୃତକ-୬
ହରିୟାଣା: ଆକ୍ରାନ୍ତ-୧୫୩, ମୃତକ-୩
ପଞ୍ଜାବ: ଆକ୍ରାନ୍ତ-୧୩୫, ମୃତକ-୧୧
ପଶ୍ଚିମବଙ୍ଗ: ଆକ୍ରାନ୍ତ-୧୧୦, ମୃତକ-୫
ବିହାର: ଆକ୍ରାନ୍ତ-୬୪, ମୃତକ-୧
ଓଡ଼ିଶା: ଆକ୍ରାନ୍ତ-୫୪, ମୃତକ-୧
ଉତ୍ତରାଖଣ୍ଡ: ଆକ୍ରାନ୍ତ-୩୫, ମୃତକ- ୦
ଆସାମ: ଆକ୍ରାନ୍ତ-୨୮, ମୃତକ-୧
ହିମାଚଳ ପ୍ରଦେଶ: ଆକ୍ରାନ୍ତ-୨୫, ମୃତକ-୧
ଝାଡ଼ଖଣ୍ଡ: ଆକ୍ରାନ୍ତ:୧୬, ମୃତକ-୦୧
ଛତିଶଗଡ଼: ଆକ୍ରାନ୍ତ-୨୫, ମୃତକ-୦
ଚଣ୍ଡିଗଡ଼: ଆକ୍ରାନ୍ତ-୧, ମୃତକ-୦
ପୁଡୁଚେରୀ: ଆକ୍ରାନ୍ତ-୭, ମୃତକ-୦
ଗୋଆ: ଆକ୍ରାନ୍ତ-୭, ମୃତକ-୦
ତ୍ରିପୁରା: ଆକ୍ରାନ୍ତ-୨, ମୃତକ-୦
ଆଣ୍ଡାମାନ ଏବଂ ନିକୋବର: ଆକ୍ରାନ୍ତ- ୧୧, ମୃତକ୍-୦
ମଣିପୁର: ଆକ୍ରାନ୍ତ-୨, ମୃତକ-୦
ମିଜୋରାମ: ଆକ୍ରାନ୍ତ-୧, ମୃତକ-୦
ଅରୁଣାଚଳ ପ୍ରଦେଶ: ଆକ୍ରାନ୍ତ-୧, ମୃତକ-୦
Comments are closed.