ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଗଠନ ହେଲା ତିନୋଟି ଟିମ୍ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବା ପାଇଁ ବିଏମ୍ସି ଓ ବିଡିଓ ପକ୍ଷରୁ ୩ଟି ଟିମ୍ ଗଠନ କରାଯାଇଛି । ଏହି ଟିମ୍ ମାସ୍କ, ସାନିଟାଇଜର କଳାବଜାରୀକୁ ତଦରାଖ କରିବେ । ସକାଳୁ ୨ ଘଂଟା ବୁଲି ସଫେଇ କାର୍ଯ୍ୟର ତଦାରଖ କରିବା ପାଇଁ ବିଏମ୍ସି ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି ।
ଏଥିସହ ବିଏମ୍ସି ଓ ବିଡିଏ ଅଫିସରରେ ପାନଛେପ ପକାଇଲେ ୫ଶହ ଟଙ୍କା ଜରିମାନା ଦେବାକୁ ପଡିବ । ଏନେଇ ବିଏମ୍ସି କମିଶନର ପ୍ରେମଚାନ୍ଦ ଚୌଧୁରୀ ସୂଚନା ଦେଇଛନ୍ତି । ବିଏମ୍ସି ଓ ବିଡିଓ ପକ୍ଷରୁ ଗଠନ ହୋଇଥିବା ଏହି ୩ଟି ଟିମ୍ରେ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏଥିସହ ଏହି ଟିମ୍ରେ ୩ଜଣ ଆଡିସନାଲ କମିଶନର, ୨ଜଣ ଏନ୍ଫୋର୍ସମେଂଟ ଅଧିକାରୀ ଅଛନ୍ତି ।
BREAKING NEWS
- ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନୂଆ ଲୁକ ଭାଇରାଲ, ଫ୍ୟାନ୍ସ ଚକିତ…
- ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜସପ୍ରୀତ ବୁମରାଙ୍କ ବିକଳ୍ପ ସାଜିବେ କି ମହମ୍ମଦ ଶମୀ?
- କମନୱେଲଥ୍ ଗେମ୍ସ : ଗୋଟିଏ ଦିନରେ ଭାରତ ଜିତିଲା ୮ ସ୍ୱର୍ଣ୍ଣ
- ଜଙ୍ଗଲରୁ ୯ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ;ମାଫିଆ ଫେରାର
- କାଳୀ ମନ୍ଦିର ନିକଟରେ ଜିଭ କାଟିଲେ ଯୁବକ, ବିଦେଶରୁ ଫେରିଥିଲେ…
- ପାଟ୍ରୋଲିଂରେ ଯାଉଥିବାବେଳେ ବାଇକ୍ ଦୁର୍ଘଟଣା;କାର୍ଯ୍ୟରତ କନଷ୍ଟେବଳଙ୍କ ଚାଲିଗଲା ଜୀବନ
- ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଚ୍ୟୁତ ସାମନ୍ତ ସମ୍ମାନିତ
- ରାୟଗଡ଼ାରେ ଗୌତମ ଓ କରନ ଆଦାନୀ; ୧.୦୮ ଲକ୍ଷ କୋଟିର ସମନ୍ୱିତ ଆଲୁମିନିୟମ ପ୍ରକଳ୍ପ…
- ଶ୍ରୀଲଙ୍କା ଟେଷ୍ଟ ସିରିଜ୍ରୁ ବାଦ୍ ପଡ଼ିଲେ ଜସପ୍ରୀତ ବୁମରା
- ଫ୍ଲାଏଓଭର ପ୍ରକଳ୍ପ ପାଇଁ ମାଟି ପରୀକ୍ଷା: ଭୁବନେଶ୍ୱରର ଏସବୁ ସ୍ଥାନରେ ଟ୍ରାଫିକ ସମସ୍ୟା…
Comments are closed.