ନୂଆଦିଲ୍ଲୀ: କରୋନା ଭାଇରସ ନେଇ ସିଙ୍ଗାପୁର ୟୁନିଭରସିଟି ଅଫ ଟେକ୍ନୋଲୋଜି ଆଣ୍ଡ ଡିଜାଇନ (ଏସୟୁଟିଡି) ପକ୍ଷରୁ ଏକ ଗବେଷଣା କରାଯାଇଛି । ଏଥିରେ କରୋନା ଭାଇରସର ପ୍ରଭାବ କେବେ ଶେଷ ହେବ ସେ ସମ୍ପର୍କରେ ଉଲ୍ଲେଖ ରହିଛି । ରିପୋର୍ଟ ମୁତାବକ ୨୬ ନଭେମ୍ବର ସୁଦ୍ଧା ସାରା ବିଶ୍ୱରେ କରୋନା ଭାଇରସ ପ୍ରଭାବ କମିଯିବ । ୪ ସେପ୍ଟମ୍ବର ସୁଦ୍ଧା ଆମେରିକା କରୋନା ମୁକ୍ତ ହେବ ।
ସବୁଠାରୁ ବଡ କଥା କରୋନାର ପ୍ରଭାବ ଭାରତରେ ୨୪ ମେ ସୁଦ୍ଧା ୯୭ ପ୍ରତିଶତ, ୧୫ ଜୁନକୁ ୯୯ ପ୍ରତିଶତ ଏବଂ ୩୧ ଜୁଲାଇ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ଲୋପ ପାଇବ । ଗବେଷକ ମାନେ କରୋନା ଭାଇରସର ଜୀବନଚକ୍ର ଉପରେ ଗବେଷଣା କରି ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଆଗାମୀ ସପ୍ତାହ କରୋନା ଭାଇରସ ସଂକ୍ରମଣ ପାଇଁ ଗୁରୁତ୍ୱପୂର୍ଣ୍ଣ । ଯଦି ଲୋକମାନେ ସଚେତନ ହେବେ ତାହାହେଲେ ଏହାର ଗ୍ରୋଥ ରେଟ ସମ୍ପୂର୍ଣ୍ଣ ଭାବେ କମିଯିବ ବୋଲି ରିପୋର୍ଟରେ କୁହାଯାଇଛି ।
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.