ନୂଆଦିଲ୍ଲୀ: କରୋନା ଭାଇରସ ନେଇ ସିଙ୍ଗାପୁର ୟୁନିଭରସିଟି ଅଫ ଟେକ୍ନୋଲୋଜି ଆଣ୍ଡ ଡିଜାଇନ (ଏସୟୁଟିଡି) ପକ୍ଷରୁ ଏକ ଗବେଷଣା କରାଯାଇଛି । ଏଥିରେ କରୋନା ଭାଇରସର ପ୍ରଭାବ କେବେ ଶେଷ ହେବ ସେ ସମ୍ପର୍କରେ ଉଲ୍ଲେଖ ରହିଛି । ରିପୋର୍ଟ ମୁତାବକ ୨୬ ନଭେମ୍ବର ସୁଦ୍ଧା ସାରା ବିଶ୍ୱରେ କରୋନା ଭାଇରସ ପ୍ରଭାବ କମିଯିବ । ୪ ସେପ୍ଟମ୍ବର ସୁଦ୍ଧା ଆମେରିକା କରୋନା ମୁକ୍ତ ହେବ ।
ସବୁଠାରୁ ବଡ କଥା କରୋନାର ପ୍ରଭାବ ଭାରତରେ ୨୪ ମେ ସୁଦ୍ଧା ୯୭ ପ୍ରତିଶତ, ୧୫ ଜୁନକୁ ୯୯ ପ୍ରତିଶତ ଏବଂ ୩୧ ଜୁଲାଇ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ଲୋପ ପାଇବ । ଗବେଷକ ମାନେ କରୋନା ଭାଇରସର ଜୀବନଚକ୍ର ଉପରେ ଗବେଷଣା କରି ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଆଗାମୀ ସପ୍ତାହ କରୋନା ଭାଇରସ ସଂକ୍ରମଣ ପାଇଁ ଗୁରୁତ୍ୱପୂର୍ଣ୍ଣ । ଯଦି ଲୋକମାନେ ସଚେତନ ହେବେ ତାହାହେଲେ ଏହାର ଗ୍ରୋଥ ରେଟ ସମ୍ପୂର୍ଣ୍ଣ ଭାବେ କମିଯିବ ବୋଲି ରିପୋର୍ଟରେ କୁହାଯାଇଛି ।
BREAKING NEWS
- ଭାରତ-ନ୍ୟୁଜିଲାଣ୍ଡ ଟି୨୦: ଈଶାନ କିଶାନଙ୍କ ସ୍ଥାନରେ କୁମାର କୁଶାଗ୍ରଙ୍କୁ ସୁଯୋଗ
- ଆନ୍ତର୍ଜାତୀୟ କ୍ରିକେଟରୁ ମେଘନାଙ୍କ ଅବସର
- ‘ଏକାମ୍ର ୱାକ୍ସ’ର ସ୍ୱତନ୍ତ୍ର ‘ୟୁଏମ୍ଆଇ’ଟ୍ରେଲ୍ ଆରମ୍ଭ
- ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ: କ୍ରିକେଟ୍ କ୍ୱାଲିଫାୟର ଓ ଯୋଗ୍ୟତା ନିୟମ
- Police Recruitment:୭୨୬୮ ପୋଲିସ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି;ଜାଣନ୍ତୁ ଆବେଦନ ତାରିଖ
- ଦ୍ୱିତୀୟ ଟି୨୦ରେ ବୈଭବଙ୍କୁ ମିଳିପାରେ ସୁଯୋଗ
- ବରଗଡ ବିଜେପୁରରେ ନାବାଳକର ସନ୍ଦେହଜନକ ମୃତ୍ୟୁ, ପୋଲିସ ତଦନ୍ତ ଜାରି
- ସନ୍ନି ଦେଓଲଙ୍କ ‘ସୂର୍ଯ୍ୟ’ ଟିଜରକୁ ନେଇ ବିବାଦ, IMAଓ AIIMS ଦିଲ୍ଲୀ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି
- ଫ୍ରାନ୍ସରେ ଶନିବାର ବଡ଼ ବିକ୍ଷୋଭ: ସୁରକ୍ଷା ପାଇଁ ୭୦,୦୦୦ ପୋଲିସ ମୁତୟନ
- ଆସନ୍ତାକାଲି କୋଟିଆକୁ ନେଇ ସର୍ବଦଳୀୟ ବୈଠକ;ସମସ୍ତଙ୍କୁ ନେଇ ଆଗକୁ ବଢ଼ିବୁ କହିଲେ ରାଜସ୍ବ ମନ୍ତ୍ରୀ

Comments are closed.