Latest Odisha News

BREAKING NEWS

କରୋନାଭାଇରସ ମୁକାବିଲା ଲାଗି ୨୦୦ କୋଟି ମଞ୍ଜୁର କଲେ ଓଡିଶା କ୍ୟାବିନେଟ୍

ଭୁବନେଶ୍ୱର: କରୋନାଭାଇରସକୁ ଦୃଷ୍ଟିରେ ରଖି ସଚେତନତା ସୃଷ୍ଟି କରିବା ପାଇଁ ଓଡିଶା କ୍ୟାବିନେଟ୍ ୨୦୦ କୋଟି ଟଙ୍କା ଅନୁମୋଦନ କରିଥିବା ଜଣାଯାଇଛି।

ମହାମାରୀ ରୂପ ନେଉଥିବା ଏହି ମାରାତ୍ମକ ଭାଇରସର ବିସ୍ତାରକୁ ରୋକିବା ତଥା ଯାଞ୍ଚ କରିବା ପାଇଁ ଆହୁରି ଅନେକ ପଦକ୍ଷେପ ନିଆଯିବ ବୋଲି ରିପୋର୍ଟରେ କୁହାଯାଇଛି।

ଏହି ବୈଠକଟି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଦିନ ୧୦ଟାରେ ଅନୁଷ୍ଠିତ ହୋଇଥିଲା ।

Comments are closed.