ଭୁବନେଶ୍ୱର: ସୁନାମି ପରି ମାଡି ଚାଲିଛି ମାରାତ୍ମକ ଭୂତାଣୁ କରୋନା । ଚୀନ୍ ପରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଓଡ଼ିଶାରେ ମଧ୍ୟ କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶାରେ କରୋନା ପାଇଁ ସ୍କୁଲ ବନ୍ଦ ହେବ ନାହିଁ । ସମସ୍ତ ସ୍କୁଲକୁ ପୂର୍ବରୁ ସତର୍କ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନିଆଯିବ ।
ଅନ୍ୟ ଯେଉଁ ରାଜ୍ୟରେ କରୋନା ଚିହ୍ନଟ ହୋଇଛି ସେଠାରେ ସ୍କୁଲ ବନ୍ଦ ଅଛି । ଆମ ରାଜ୍ୟରେ କେହି କରୋନା ରୋଗୀ ଚିହ୍ନଟ ହୋଇ ନାହାନ୍ତି । ସେଥିପାଇଁ କୌଣସି ସ୍କୁଲ ବନ୍ଦ ହେବା ଆବଶ୍ୟକ ନାହିଁ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।
ସୂଚନାଯୋଗ୍ୟ ଯେ, ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି । ଓଡ଼ିଶାରେ ମଧ୍ୟ କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
BREAKING NEWS
- Russia oil sanctions debate: “ରୁଷୀୟ ତେଲ କିଣିବାକୁ ଭାରତ ଆଗରେ ହାତ ପତାଉଛି ଆମେରିକା…”, ବଡ଼ ଦାବି କଲେ ଇରାନର ବୈଦେଶିକ ମନ୍ତ୍ରୀ
- Election Dates Of 5 States: ଆଜି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା…
- ମୁଜତାବା ଖାମେନି ଜୀବିତ ଅଛନ୍ତି ନା ନାହିଁ! ଇରାନର ନୂତନ ସର୍ବୋଚ୍ଚ ନେତାଙ୍କ ଉପରେ ପ୍ରଶ୍ନ ଉଠାଇଲେ ଟ୍ରମ୍ପ
- ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ୧୪ଟି ବିମାନ ବାତିଲ୍
- ବିନା ପ୍ରତିଦ୍ୱନ୍ଦୀରେ ହେଲା ବାର ଆସୋସିଏସନ୍ ନିର୍ବାଚନ
- ହର୍ମୁଜ୍ ପ୍ରଣାଳୀ ଦେଇ ଭାରତକୁ ଅଣାଯିବ ଏଲପିଜି ଗ୍ୟାସ ଟ୍ୟାଙ୍କର, ମୁତୟନ ହେଲା ନୌସେନା ଯୁଦ୍ଧଜାହାଜ
- PNG ଉପଭୋକ୍ତାଙ୍କୁ ମିଳିବନି LPG କନେକ୍ସନ… ଗ୍ୟାସ ସଙ୍କଟ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି
- ରାଜ୍ୟରେ ୧୮ ଯାଏ ଝଡ଼ବର୍ଷା ସମ୍ଭାବନା, ୩ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ
- ଗରିଆପାଲି ଟ୍ରିପଲ୍ ମର୍ଡର ଘଟଣାର ଅଭିଯୁକ୍ତ ମୃତ
- ବିବାହ ବନ୍ଧନରେ ବାନ୍ଧି ହେଲେ କୁଲଦୀପ ଯାଦବ, ଭାଇରାଲ ହେଉଛି ଏଣ୍ଟ୍ରି ଭିଡିଓ
Comments are closed.