Latest Odisha News

BREAKING NEWS

କରୋନା ଭୟ: ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ଓଡିଶା ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ତଥା କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ଓଡିଶା ସରକାର ଶୁକ୍ରବାର ଦିନ ଅନ୍ୟ ଆଦେଶ ପର୍ଯ୍ୟନ୍ତ ସମସ୍ତ ମଦ ଦୋକାନ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାପୂର୍ବରୁ ସମସ୍ତ ରେସ୍ତୋରାଁ, ହୋଟେଲ, କ୍ୟାଣ୍ଟିନ, ଭୋଜନାଳୟ ସବୁ ବନ୍ଦ କରିବା ପାଇଁ କୁହାଯାଇଛି । ଏବଂ ଘର ବାହାରେ କୌଣସି ବି ସ୍ଥାନରେ ୭ଜଣରୁ ଅଧିକ ବ୍ୟକ୍ତି ଏକତ୍ରିତ ହେବାକୁ ମନା କରାଯାଇଛି ।

Leave A Reply

Your email address will not be published.