ନୂଆଦିଲ୍ଲୀ: ଥମୁନି କରୋନା ମୃତ୍ୟୁ ସଂଖ୍ୟା । ଏଯାଏଁ ଚୀନରେ ଘାତକ କରୋନା ଭାଇରସ ଯୋଗୁଁ ୧,୭୭୦ଜଣଙ୍କ ମୃତ୍ୟୁ ହୋଇସାରିଛି । ପାଖାପାଖି ୭୦, ୫୪୮ରୁ ଅଧିକ ଲୋକ ସଂକ୍ରମିତ ଥିବା ଆଶଙ୍କା କରାଯାଉଛି ।
ଚୀନ ବ୍ୟତୀତ ବିଶ୍ୱର ଅନେକ ଦେଶରେ ୧୦୦ଟି କରୋନା ଭାଇରସ ମାମଲା ସ୍ପଷ୍ଟ କରାଯାଇଛି । ବିଶ୍ୱର ୨୭ଟି ଦେଶ କରୋନା କବଳରେ ଥିବା ସୂଚନା ମିଳିଛି ।
କରୋନା ଭାଇରସର ପଜିଟିଭ ରିପୋର୍ଟ ଆସିଥିବା ଦେଶ ଗୁଡିକ ହେଲା:-
୧. ଅଷ୍ଟ୍ରେଲିଆ- ୧୫
୨. ବେଲଜିୟମ-୧
୩. କାମ୍ବୋଡିଆ-୧
୪. କାନାଡା-୮
୫. ଚୀନ-୭୦,୬୧୫
୬. ଇଜିପ୍ଟ-୧
୭. ଫିନଲ୍ୟାଣ୍ଡ- ୧
୮. ଫ୍ରାନ୍ସ-୧୨
୯. ଜର୍ମାନୀ-୧୬
୧୦. ଭାରତ-୩ (ତିନୋଟି ମାମଲା କେରଳ ରାଜ୍ୟରେ ସ୍ପଷ୍ଟ ହୋଇଛି)
ଅଧିକ ପଢ଼ନ୍ତୁ: ଚୀନ: କରୋନା ରୋଗୀଙ୍କ ଉପରେ ୩୦୦୦ବର୍ଷ ପୁରୁଣା ଔଷଧର ପ୍ରୟୋଗ
୧୧. ଇଟାଲୀ-୩
୧୨. ଜାପାନ-୫୩ + ୩୫୫
୧୩. ମାଲେସିଆ- ୨୨
୧୪. ନେପାଳ-୧
୧୫. ଫିଲିପାଇନ୍ସ- ୩
୧୬. ଋଷ- ୨
୧୭. ସିଙ୍ଗାପୁର- ୭୫
୧୮. ଦକ୍ଷିଣ କୋରିଆ- ୨୯
୧୯. ସ୍ପେନ-୨
୨୦. ଶ୍ରୀଲଙ୍କା-୧
୨୧. ସ୍ୱିଡେନ-୧
୨୨. ତାଇୱାନ-୨୦
୨୩. ଥାଇଲାଣ୍ଡ-୩୫
୨୪. ୟୁଏଇ-୯
୨୫. ସଂଯୁକ୍ତ ରାଷ୍ଟ୍ର-୯
୨୬. ଆମେରିକା-୧୫
୨୭. ଭିଏତନାମ-୧୬
Comments are closed.