ଭୁବନେଶ୍ୱର : ଭୁବନେଶ୍ୱର ଜୁଡିସିଆଲ୍ କମ୍ପ୍ଲେକ୍ସ ସିଲ୍ । ୩ ଦିନ ପାଇଁ ସିଲ୍ କଲା ଭୁବନେଶ୍ୱର ମହାନଗର ନିଗମ । ଆଜିଠାରୁ ୨୬ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଗୁରୁବାର ୧୫ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଥିବାରୁ BMC ପକ୍ଷରୁ ପଦକ୍ଷେପ ନିଆଯାଇଛି । ୨୭ତାରିଖରେ RTPCR ଟେଷ୍ଟ ପାଇଁ ସ୍ୱତନ୍ତ୍ର କ୍ୟାମ୍ପ ଖୋଲିବ । ତେବେ ଜୁଡିସିଆଲ କମ୍ପ୍ଲେକ୍ସରେ ଖୋର୍ଦ୍ଧା ଜିଲ୍ଲା କୋର୍ଟ, ଏଣ୍ଡୋମେଣ୍ଟ କମିଶନରଙ୍କ କାର୍ଯ୍ୟାଳୟ ଓ ଭୁବନେଶ୍ୱର ବାର ଆସୋସିଏସନ୍ ରହିଛି । ତେଣୁ ସଂକ୍ରମଣକୁ ଚେକ୍ ଦେବାକୁ ବିଏମ୍ସି ପକ୍ଷରୁ ଅନୁରୋଧ କରାଯାଇଛି ।
BREAKING NEWS
- ଓଡ଼ିଶାର ନୀଳ ଅର୍ଥନୀତିର ଗତିବିକାଶ ପାଇଁ ଏକ ଦୂରଦୃଷ୍ଟିମୟ ରୋଡମ୍ୟାପ୍ ଉନ୍ମୋଚିତ
- ଏଆଇକୁ ନେଇ ନ୍ୟୁରୋଲିଙ୍କର ଇଂଜିନିୟର ଦେଲେ ଚେତାବନୀ
- ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା
- Maoists surrender: ୧୧ ଜଣ ମାଓବାଦୀଙ୍କ ନିଜ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ
- ଆଇପିଏଲ ପୂର୍ବରୁ ଆରସିବିର ଏହି ବୋଲର ଚୂପଚାପ କଲେ ବିବାହ
- ବେଙ୍ଗାଲୁରୁରେ କଂଗ୍ରେସ ବିଧାୟକଙ୍କୁ ଟ୍ରାପ୍ ପାଇଁ ୫ କୋଟି ଲେଖାଏଁ ଅଫର, ଓଡ଼ିଶାର ୨ ଅଟକ
- Dosa In Prasad: ଭାରତର ଏହି ମନ୍ଦିରରେ ପ୍ରସାଦରେ ବଣ୍ଟାଯାଏ ଦୋସା; କାରଣ ଜାଣି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ!
- Warning Signs of Liver Damage: ଯଦି ଆପଣଙ୍କ ମୁହଁରେ ଦେଖାଯାଏ ଏହି ୫ ସଙ୍କେତ, ବୁଝିଯାଆନ୍ତୁ ବିପଦରେ ଆପଣଙ୍କ ଯକୃତ…
- Indian Pilgrims: ଖାଇକୁ ଖସି ପଡିଲା ଭାରତୀୟଙ୍କୁ ନେଇ ଯାଉଥିବା ବସ୍; ୭ ଜଣଙ୍କର ମୃତ୍ୟୁ, ଅନେକ ଆହତ
- ସାମସନଙ୍କ ବଡ ଖୁଲାସା…… ଅଭିଷେକଙ୍କ ଲୋକପ୍ରିୟତାକୁ କେତେକ ଖେଳାଳି ହଜମ କରିପାରୁ ନ ଥିଲେ
Comments are closed.