Latest Odisha News

BREAKING NEWS

୨ରୁ ୧୮ ବର୍ଷ ମଧ୍ୟରେ ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା

ନୂଆଦିଲ୍ଲୀ: ୨ରୁ ୧୮ ବର୍ଷ ଛୁଆଙ୍କ ଜରୁରୀକାଳୀନ ବ୍ୟବହାର ପାଇଁ ଭରତ ବାୟୋଟେକର କୋଭାକ୍ସିନକୁ ଅନୁମୋଦନ କରାଯାଇଛି। କୋଭିଡ-୧୯ କୁ ନେଇ ଗଠିତ ବିଶେଷଜ୍ଞ କମିଟି ଦ୍ୱାରା ଏହି ଅନୁମୋଦନ ଦିଆଯାଇଛି।

ହାଇଦ୍ରାବାଦ ଭିତ୍ତିକ ଭରତ ବାୟୋଟେକ୍ ସେପ୍ଟେମ୍ବରରେ ୧୮ ବର୍ଷରୁ କମ୍ ପିଲାମାନଙ୍କ ଉପରେ କୋଭାକ୍ସିନ୍‌ ଦ୍ୱିତୀୟ ଏବଂ ତୃତୀୟ ପରୀକ୍ଷା ଶେଷ ହୋଇଛି। ଏହା ପରେ ମାସ ଆରମ୍ଭରେ ଡ୍ରଗ୍ ଆଣ୍ଡ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିଜିସିଆଇ) କୁ ପରୀକ୍ଷା ତଥ୍ୟ ଦାଖଲ କରାଯାଇଥିଲା।

ବିଶେଷଜ୍ଞ ପ୍ୟାନେଲ ଏକ ବିବୃତ୍ତିରେ କହିଛି ଯେ ବିସ୍ତୃତ ବିଚାର ବିମର୍ଶ ପରେ କମିଟି ୨ ରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ କୋଭାକ୍ସିନ ଟିକାକରଣକୁ ଅନୁମତି ମିଳିଛି। ପ୍ରଥମ ଏବଂ ଦ୍ୱିତୀୟ ଡୋଜ ମଧ୍ୟରେ ୨୦ ଦିନର ବ୍ୟବଧାନ ରହିବ।

Leave A Reply

Your email address will not be published.