Latest Odisha News

BREAKING NEWS

Browsing Tag

covaxin vaccine

ଭଲ ଖବର; କୋଭାକ୍ସିନ ଟିକା ନେଇଥିଲେ ଯାଇପାରିବେ ବ୍ରିଟେନ

ନୂଆଦିଲ୍ଲୀ: ଭଲ ଖବର। ଏଣିକି କୋଭାକ୍ସିନ ଟିକା ନେଇଥିବା ଲୋକ ବ୍ରିଟେନକୁ ଯାତ୍ରା କରିପାରିବେ। ପରିଶେଷରେ ବ୍ରିଟେନ ଏହାର ଅନୁମୋଦିତ ଟିକା ତାଲିକାରେ ଭାରତର କୋଭାକ୍ସିନ୍ ଯୋଡିବାକୁ ଯାଉଛି। ବ୍ରିଟେନ ସରକାର ବର୍ତ୍ତମାନ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ଅନୁମୋଦିତ କୋଭିଡ-୧୯ ଟିକା…

୨ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା!

ନୂଆଦିଲ୍ଲୀ: ଶେଷରେ ଭାରତର ସ୍ୱଦେଶୀ ଟିକା କୋଭାକ୍ସିନର ହୁର ଅନୁମତି ମିଳିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମୋଦନ ପାଇବା ପରେ ବର୍ତ୍ତମାନ ଏହାର ଗ୍ରହଣ ସମଗ୍ର ବିଶ୍ୱରେ ବୃଦ୍ଧି ପାଇଛି। ଯଦି ସବୁ ସଠିକ୍ ଭାବେ ପରିଚାଳିତ ହୁଏ ତେବେ ୨ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ଭାରତ ବାୟୋଟେକ୍ ର…

କୋଭାକ୍ସିନକୁ କେବେ ମିଳିବ ‘ହୁ’ ର ମଞ୍ଜୁରୀ?

ନୂଆଦିଲ୍ଲୀ: କେବେ ମିଳିବ କୋଭାକ୍ସିନକୁ 'ହୁ' ର ମଞ୍ଜୁରୀ? ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଦିନ କହିଛି ଯେ ଜରୁରୀକାଳୀନ ବ୍ୟବହାର ପାଇଁ ଟିକା ସୁପାରିଶ କରିବା ପୂର୍ବରୁ କୋଭିଡ-୧୯ ଟିକା 'କୋଭାକ୍ସିନ' ସମ୍ବନ୍ଧରେ ଭାରତ ବାୟୋଟେକରୁ ଅତିରିକ୍ତ ସ୍ପଷ୍ଟୀକରଣ ଆବଶ୍ୟକ। ଜରୁରୀକାଳୀନ…

୨ରୁ ୧୮ ବର୍ଷ ମଧ୍ୟରେ ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା

ନୂଆଦିଲ୍ଲୀ: ୨ରୁ ୧୮ ବର୍ଷ ଛୁଆଙ୍କ ଜରୁରୀକାଳୀନ ବ୍ୟବହାର ପାଇଁ ଭରତ ବାୟୋଟେକର କୋଭାକ୍ସିନକୁ ଅନୁମୋଦନ କରାଯାଇଛି। କୋଭିଡ-୧୯ କୁ ନେଇ ଗଠିତ ବିଶେଷଜ୍ଞ କମିଟି ଦ୍ୱାରା ଏହି ଅନୁମୋଦନ ଦିଆଯାଇଛି। ହାଇଦ୍ରାବାଦ ଭିତ୍ତିକ ଭରତ ବାୟୋଟେକ୍ ସେପ୍ଟେମ୍ବରରେ ୧୮ ବର୍ଷରୁ କମ୍ ପିଲାମାନଙ୍କ ଉପରେ…

କୋଭାକ୍ସିକନ୍‌କୁ ମିଳିପାରେ ‘ହୁ’ର ଅନୁମତି

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ଭାରତ ବାୟେ‌େଟେକ୍‌ର କରୋନା ବିରୋଧୀ ଟିକା କୋଭାକ୍ସିକନ୍‌କୁ ହୁର ଅନୁମତି ମିଳିପାରେ। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି ଗୁରୁବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା…

କାଲିଠୁ ଗଞ୍ଜାମରେ ଦିଆଯିବ କୋଭାକ୍ସିନ, ବ୍ରହ୍ମପୁରରେ ପହଞ୍ଚିଲା ୧ ଲକ୍ଷ ୪୦ ହଜାର ଡୋଜ୍ ଟିକା

ବ୍ରହ୍ମପୁର: ଆସନ୍ତାକାଲିଠୁ ଗଞ୍ଜାମ ଜିଲ୍ଲାରେ ଦିଆଯିବ କୋଭାକ୍ସିନ୍ ଟିକା । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ବ୍ରହ୍ମପୁରରେ ୧ ଲକ୍ଷ ୪୦ ହଜାର ଡୋଜ୍ କୋଭାକ୍ସିନ ଟିକା ପହଞ୍ଚିଛି । ବ୍ରହ୍ମପୁର ସିଟି ହସ୍ପିଟାଲରେ କୋଭାକ୍ସିନ ଟିକା ପହଞ୍ଚିଛି । ଆସନ୍ତାକାଲି ସୁଦ୍ଧା ଜିଲ୍ଲାର ଅନ୍ୟ…

କୋଭାକ୍ସିନ, ଡେଲ୍‌ଟା ଏବଂ ବିଟା ଭାରିଆଣ୍ଟ ପାଇଁ ରକ୍ଷାକାରୀ; ରିପୋର୍ଟ

ନୂଆଦିଲ୍ଲୀ: ସ୍ବଦେଶୀ ଟିକା କୋଭାକ୍ସିନ କରୋନାର ନୂଆ ଷ୍ଟ୍ରେନ୍‌ ଡେଲ୍‌ଟା ଏବଂ ବିଟା ପାଇଁ ରକ୍ଷାକାରୀ। ଭରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନ୍ କରୋନାର ଏହି ମାରାତ୍ମକ ଭୂତାଣୁରୁ ସୁରକ୍ଷା ପ୍ରଦାନ କରିଥାଏ। ଏ ନେଇ ପୁଣେ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍…

ଭାରତୀୟ ଡବଲ୍ ମ୍ୟୁଟାଣ୍ଟ ଷ୍ଟ୍ରେନ୍‌କୁ ଶକ୍ତିହୀନ କରୁଛି କୋଭାକ୍ସିନ୍‌ ଟିକା

ନୂଆଦିଲ୍ଲୀ: ତଥ୍ୟ ଅନୁଯାୟୀ ଭାରତ ବାୟୋଟେକ୍ ଦ୍ବାରା ଉତ୍ପାଦିତ କୋଭିଡ୍ ଟିକା କୋଭାକ୍ସିନ୍‌ B.1.617 ପ୍ରକାର କିମ୍ବା ଭାରତୀୟ ଡବଲ୍ ମ୍ୟୁଟାଣ୍ଟ ଷ୍ଟ୍ରେନ୍‌କୁ ଶକ୍ତିହୀନ କରୁଥିବା ଜଣାପଡ଼ିଛି। ଏ ନେଇ ହ୍ବାଇଟ୍‌ ହାଉସର ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଆନ୍ଥୋନୀ ଫାଉସି ମଙ୍ଗଳବାର…

ଅନ୍ୟ ଦେଶ ପାଇଁ ୮.୧ ଲକ୍ଷ ଡୋଜ୍‌ କୋଭାକ୍ସିନ୍‌ ଟିକା କିଣିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଭାରତ ସରକାର ଭାରତ ବାୟୋଟେକରୁ ୮.୧  ଲକ୍ଷ ଡୋଜ୍ କୋଭାସାଇନ୍ କ୍ରୟ କରି ସମ୍ବର୍ଦ୍ଧନ‌ା ସ୍ବରୂପ ଅନ୍ୟ ଦେଶମାନଙ୍କୁ ଯୋଗାଇ ଦେବେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ବୈଦେଶିକ ମନ୍ତ୍ରଣାଳୟକୁ ଏହି ପ୍ରସଙ୍ଗରେ ଭାରତ ବାୟୋଟେକ ସହିତ ଯୋଗାଯୋଗ କରିବାକୁ…

କୋଭିସିଲ୍ଡ ପରେ ଭୁବନେଶ୍ୱର ଆସିଲା କୋଭାକ୍ସିନ ଟିକା

ଭୁବନେଶ୍ୱର: କାଲି ଆସିଥିଲା ସେରମ ଇନଷ୍ଟିଚ୍ୟୁଟର କରୋନା ଭ୍ୟାକସିନ୍ କୋଭିସିଲଡ୍ । ଆଜି ଓଡ଼ିଶାରେ ପହଞ୍ଚିଛି ଭାରତ ବାୟୋଟେକର କରୋନା ଟିକା କୋଭାକ୍ସିନ୍ । ହାଇଦ୍ରାବାଦରୁ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ପହଞ୍ଚିଛି । ପ୍ରଥମ ପର୍ଯ୍ୟାୟରେ ୨୦ହଜାର ଡୋଜ୍ କୋଭାକ୍ସିନ୍ ଟିକା ପହଞ୍ଚିଥିବା…