Latest Odisha News

ଡୋର ଟୁ ଡୋର କୋଭିଡ ଟିକାକରଣ ସମ୍ଭବ ନୁହେଁ; ଏସ୍‌ସି

ନୂଆଦିଲ୍ଲୀ: ବୁଧବାର ସୁପ୍ରିମକୋର୍ଟ କହିଛନ୍ତି ଯେ ଟିକାକରଣ ଠିକ୍ ଭାବରେ ଚାଲିଛି କିନ୍ତୁ ଡୋର ଟୁ ଡୋର କୋଭିଡ ଟିକାକରଣ ସମ୍ଭବ ନୁହେଁ।

ଦେଶର ବିଭିନ୍ନ କୋଭିଡ୍ ପରିସ୍ଥିତି ଏବଂ ପ୍ରଶାସନିକ ଜଟିଳତାକୁ ଦୃଷ୍ଟିରେ ରଖି ଡୋର ଟୁ ଡୋର ଟିକାକରଣକୁ ନିର୍ଦ୍ଦେଶ ଦେବା ସମ୍ଭବ ନୁହେଁ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

 

Comments are closed.