Latest Odisha News

ବ୍ୟାପୁଛି କରୋନା: ୭ ଦିନ ପାଇଁ ଏହି ଫିଭର କ୍ଲିନିକ୍ ବନ୍ଦ

ବ୍ରହ୍ମପୁର: ସତ୍ୟ ନାରାୟଣ ମନ୍ଦିର ରାସ୍ତାରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ୟୁପିଏଚ୍ସି) କିଛି କର୍ମଚାରୀଙ୍କ ମଧ୍ୟରେ କରୋନା ପଜିଟିଭ୍ ମାମଲା ଦେଖାଦେଇଥିବାରୁ ଆଜିଠାରୁ ଫିଭର କ୍ଲିନିକକୁ ସାତ ଦିନ ପାଇଁ ବନ୍ଦ ରଖାଯାଇଛି।

କରୋନା ସଂକ୍ରମଣକୁ ରୋକିବା ଲାଗି ତଥା ସାନିଟାଇଜେସନ୍ ପାଇଁ ଏଭଳି ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ (ବିଇଏମସି) କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର।

Comments are closed.