Latest Odisha News

BREAKING NEWS

ବାଲୁକା କଳାରେ ପ୍ଲାଜମା ଦାନ ପାଇଁ ଅପିଲ୍

ପୁରୀ: ପ୍ଲାଜମା ଦାନ କରିବା ପାଇଁ ବାଲୁକା କଳା ମାଧ୍ୟମରେ ଅପିଲ । ଏଭଳି ପ୍ରୟାସ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି ।

ବାଲୁକା କଳା ନିର୍ମାଣ କରି ସୁଦର୍ଶନ ଲେଖିଛନ୍ତି, ପ୍ଲାଜମା ଦାନ କରନ୍ତୁ ଓ ଜୀବନ ବଞ୍ଚାନ୍ତୁ । ଏହି ମହତ ଅଭିଯାନରେ ସାମିଲ ହେବା ପାଇଁ ସଚେତନତାର ବାର୍ତ୍ତା ଦେଇଛନ୍ତି । ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତ ପ୍ଲାଜମା ଦାନ କରିବା ପାଇଁ ଅପିଲ କରିଛନ୍ତି ସୁଦର୍ଶନ ପଟ୍ଟନାୟକ ।

Leave A Reply

Your email address will not be published.