Latest Odisha News

କରୋନା ଲକଡାଉନ: ୯ଜଣ ଯାତ୍ରୀଙ୍କୁ ଧରି ଯାଉଥିବା ଆମ୍ବୁଲାନ୍ସକୁ ଜବତ କଲା ପୋଲିସ

କେନ୍ଦୁଝର: ମଙ୍ଗଳବାର ଦିନ କେନ୍ଦୁଝର ଜିଲ୍ଲାର ଆନନ୍ଦପୁରରେ ୧୦୮ ଆମ୍ବୁଲାନ୍ସକୁ ଜବତ କରିଛି ପୋଲିସ । କୋଭିଡ-୧୯ ଲକଡାଉନ ମଧ୍ୟରେ ଆମ୍ବୁଲାନ୍ସରେ ୯ଜଣ ପର୍ଯ୍ୟଟକ ଯାଉଥିଲେ । ଗାଡିଟିକୁ ଜବତ କରାଯାଇଛି ଏବଂ ତଦନ୍ତ ପ୍ରକ୍ରିୟା ଜାରି ରହିଛି ।

ତେବେ କରେନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ଲାଗୁ ହୋଇଥିବା ଲକଡାଉନ ନିୟମକୁ ପାଳନ କରୁନାହାଁନ୍ତି ଲୋକେ । ସଚେତନତା ସତ୍ୱେ ଲୋକେ ବାହାରେ ଚଳପ୍ରଚଳ କରୁଛନ୍ତି । ସାମାଜିକ ଦୂରତାକୁ ନମାନି ଗାଡିରେ ଭିଡ କରି ଲୋକମାନେ ଯାତ୍ରା କରୁଛନ୍ତି ।

Leave A Reply

Your email address will not be published.