ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୬୬୯ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
Another 669 Covid patients have recovered and are being discharged on 01.12.2020
65 from Mayurbhanj
58 from Khordha
57 from Sundargarh
48 from Keonjhar
47 from Jharsuguda
44 from Anugul
40 from Cuttack
38 from Jagatsinghpur
31 from Kendrapara
28 from Jajapur
27 from Bargarh— H & FW Dept Odisha (@HFWOdisha) December 1, 2020
1 from Rayagada
13 from State PoolThe total recovered cases of Odisha now stand at 312734
— H & FW Dept Odisha (@HFWOdisha) December 1, 2020
ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୩,୧୯,୧୦୩ଟି କରୋନା ମାମଲା ରହିଥିବା ବେଳେ ମୋଟ୍ ୩,୧୨,୭୩୪ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହିତ ୧୭୪୪ ଜଣ ମୃତ୍ୟୁ ବରଣ କରିଛନ୍ତି।
Comments are closed.