Latest Odisha News

BREAKING NEWS

କରୋନା ଯୋଗୁ ଚିନ୍ତାରେ ମହୁଲ ବିକାଳି

ଗରିବ ଆଦିବାସୀଙ୍କ ପେଟ ପାଟଣାର ମାଧ୍ୟମ ପାଲଟିଛି ମହୁଲ ଫୁଲ । ମହୁଲ ସିଜିନ୍ ଆସିଲେ କନ୍ଧମାଳ ଜିଲ୍ଲାରେ ଛୋଟରୁ ବଡ ସଭିଏଁ ଲାଗିପଡିଥାନ୍ତି ସଂଗ୍ରହରେ । ପୂର୍ବଥର କରୋନା ଯୋଗୁ କିଛି ଲାଭ ମିଳିନଥିବା ବେଳେ ଏଥର ବି କରୋନା ଚିନ୍ତା ବଢାଇଲାଣି । ହେଲେ ତାରି ଭିତରେ ବି ଗୁଜୁରାଣ ପାଇଁ କିଭଳି ଦୁଇ ପଇସା ମିଳିପାରିବ ସେ ନେଇ ଲାଗିପଡିଛନ୍ତି ଏହି ଗରିବ ଆଦିବାସୀ ।

Comments are closed.