Latest Odisha News

BREAKING NEWS

କ୍ୟାବିନେଟ ବୈଠକରେ ବି ସାମଜିକ ଦୂରତାର ବାର୍ତ୍ତା

ନୂଆଦିଲ୍ଲୀ: ମାହାମାରୀ କରୋନାର ମୁକାବିଲା ପାଇଁ ସାରା ଦେଶକୁ ୨୧ ଦିନ ପାଇଁ ଲକ ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏଥିପାଇଁ ସାମଜିକ ଦୂରତା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହାର ପ୍ରଭାବ ବୁଧବାର ମୋଦୀଙ୍କ ଅଧ୍ୟକ୍ଷତାରେ ବିସିଥିବା କ୍ୟାବିନେଟ ବୈଠକରେ ମଧ୍ୟ ଦେଖିବାକୁ ମିଳିଛି ।
ଏହି ବୈଠକରେ ମନ୍ତ୍ରୀମାନେ ଅତିକମ୍‌ରେ ୨ ମିଟରର ଦୂରତା ବଜାୟ ରଖି ବସିଥିବା ଦେଖିବାକୁ ମିଳିଥିଲା । କରୋନା ସମ୍ବନ୍ଧିତ ମାମଲାରେ ଆଲୋଚନା କରିବା ପାଇଁ ମୋଦୀ ଏହି କ୍ୟାବିନେଟ ବୈଠକ ଡକାଇଥିଲେ ।

Leave A Reply

Your email address will not be published.