Latest Odisha News

BREAKING NEWS

କୋଭିଡ-୧୯: ୧୦% କର୍ମଚାରୀଙ୍କୁ ନେଇ କାମ କରିବେ ବ୍ୟାଙ୍କ, ବୀମା କମ୍ପାନୀ, ପିଏସୟୁ

ଭୁବନେଶ୍ୱର: ରାଜ୍ୟର ସମସ୍ତ ବ୍ୟାଙ୍କ ଓ ବୀମା କମ୍ପାନୀ ଗୁଡିକ ୧୦% କର୍ମଚାରୀଙ୍କୁ ନେଇ କାମ କରିବାକୁ ସୋମବାର ଦିନ ଓଡିଶା ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ରାଜ୍ୟ ଓ କେନ୍ଦ୍ରର ସମସ୍ତ ଅଣ-ଅତ୍ୟାବଶ୍ୟକ ଅନୁଷ୍ଠାନ ପାଇଁ ଲାଗୁ କରାଯାଇଛି ।

ଏଥିପାଇଁ ଅନୁଷ୍ଠାନ ଗୁଡିକର ମୁଖ୍ୟମାନେ ସ୍ଥାନୀୟ ପୋଲିସ ଷ୍ଟେସନରେ କର୍ମଚାରୀଙ୍କ ତଥ୍ୟ ଦେବେ । ଲକଡାଉନ ସମୟରେ ଚଳାଚଳ ପାଇଁ ପୋଲିସ ସେମାନଙ୍କୁ ପାସ ପ୍ରଦାନ କରିବ ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ।

Leave A Reply

Your email address will not be published.