ଭୁବନେଶ୍ୱର: ମହଙ୍ଗା ପଡିଲା ବାର୍ରେ ବାର୍ଥ ଡେ’ ପାଳନ । ଭୁଲିଗଲେ କୋଭିଡ କଟକଣା । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ବାର୍ ସିଲ୍ କଲା ପୋଲିସ । ଭୁବନେଶ୍ୱର ଇନ୍ଫୋସିଟି ଅଚଂଳରେ ଥିବା ଇକୋ ବାର୍ ଉପରେ କମିଶନରେଟ୍ ପୋଲିସ ଚଢ଼ାଉ କରି ସିଲ୍ କରିଛି । ବାର୍ଥ ଡେ ପାଳନ ବେଳେ କାହାରି ମୁହଁରେ ମାସ୍କ ନଥିଲା । ସାମାଜିକ ଦୂରତା ମଧ୍ୟ ପାଳନ କରିନଥିବା ଅଭିଯୋଗ ହୋଇଛି ।
BREAKING NEWS
- Teacher misbehaves: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ
- ଛାତ୍ରଛାତ୍ରୀମାନେ ହିଁ ବିକଶିତ ଭାରତର ସୁତ୍ରଧର- ମୁଖ୍ୟମନ୍ତ୍ରୀ
- Sandhya Theatre Stampede Case: ସଂଧ୍ୟା ଥିଏଟର ଦଳାଚକଟା ମାମଲା: ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ଚାର୍ଜସିଟ୍
- ଶିକାରୀ ଫାଶରେ ଫସିଲା କଲରାପତରିଆ ବାଘ…୭ ଦିନ ପରେ ଉଦ୍ଧାର
- Salman khan’s upcoming film:ଜନ୍ମଦିନରେ ଭାଇଜାନଙ୍କ ସରପ୍ରାଇଜ୍, ‘ବ୍ୟାଟେଲ ଅଫ୍ ଗାଲୱାନ୍’ର ଟିଜର ରିଲିଜ୍
- ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ ଦାବି: ଗଠନ ହେଲା କମିଟି
- G-RAM-G ଆଇନ ପ୍ରତିବାଦରେ ସାରା ଦେଶରେ ବିକ୍ଷୋଭ କରିବ କଂଗ୍ରେସ
- Zelenskyy hints: ଆସନ୍ତାକାଲି ଆମେରିକାରେ ହେବ ବଡ଼ ଡ଼ିଲ୍! ଇସାରା ଦେଲେ ଜେଲେନସ୍କି …
- E-Challan: ଏଣିକି ଅନଲାଇନ୍ ସହ ଅଫଲାଇନରେ ପୈଠ କରିହେବ ଇ-ଚାଲାଣ, ନଗଦ ଅର୍ଥ ଗ୍ରହଣ କରିବାକୁ RTOଙ୍କୁ ନିର୍ଦ୍ଦେଶ
- ୧୦୦୦ କୋଟି କ୍ଲବରେ ‘ଧୁରନ୍ଧର’, ଜାଣନ୍ତୁ ଆଉ କେଉଁ ଫିଲ୍ମ ଏଥିରେ ସାମିଲ…
Comments are closed.