Latest Odisha News

BREAKING NEWS

ବିହାରରେ ଆରମ୍ଭ ହେଲାଣି କରୋନା ତୃତୀୟ ଲହର; ସିଏମ୍‌

ପାଟନା: ବିହାରରେ କୋଭିଡ-୧୯ ମହାମାରୀର ତୃତୀୟ ତରଙ୍ଗ ଆରମ୍ଭ ହୋଇସାରିଛି ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ୪୭ ଟି ନୂଆ କୋଭିଡ ମାମଲା ରେକର୍ଡ କରିବା ପରେ ଏହା କହିଛନ୍ତି ସିଏମ୍‌।

ଏହାପୂର୍ବରୁ ଡିସେମ୍ବର ୨୫ରେ ନୀତୀଶ କୁମାର ଦେଶରେ କରୋନାଭାଇରସର ନୂତନ ଓମିକ୍ରନ୍ ଭାରିଆଣ୍ଟ୍‌ର ବୃଦ୍ଧି ଘଟୁଥିବା ବେଳେ ରାଜ୍ୟରେ ପ୍ରତିବନ୍ଧକମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମ୍ଭାବନାକୁ ଏଡ଼ାଇ ଦେଇଥଲେ।

Leave A Reply

Your email address will not be published.