Latest Odisha News

BREAKING NEWS

Browsing Tag

Third Wave

ବିହାରରେ ଆରମ୍ଭ ହେଲାଣି କରୋନା ତୃତୀୟ ଲହର; ସିଏମ୍‌

ପାଟନା: ବିହାରରେ କୋଭିଡ-୧୯ ମହାମାରୀର ତୃତୀୟ ତରଙ୍ଗ ଆରମ୍ଭ ହୋଇସାରିଛି ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ୪୭ ଟି ନୂଆ କୋଭିଡ ମାମଲା ରେକର୍ଡ କରିବା ପରେ ଏହା କହିଛନ୍ତି ସିଏମ୍‌। ଏହାପୂର୍ବରୁ ଡିସେମ୍ବର ୨୫ରେ ନୀତୀଶ କୁମାର ଦେଶରେ…

ସମ୍ଭାବ୍ୟ ତୃତୀୟ ତରଙ୍ଗ ପାଇଁ ପରବର୍ତ୍ତୀ ୩ ମାସ ଗୁରୁତ୍ୱପୂର୍ଣ୍ଣ; ବିଶେଷଜ୍ଞଙ୍କ ଚେତାବନୀ

ନୂଆଦିଲ୍ଲୀ: ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ କୋଭିଡ-୧୯ ମହାମାରୀର ତୃତୀୟ ତରଙ୍ଗ ପାଇଁ ଆଗକୁ ସବୁଠାରୁ ବଡ ବିପଦ ରହିଛି। ଯଦି ଲୋକମାନେ ଆଗାମୀ ପାର୍ବଣ ଋତୁରେ କୋଭିଡ୍ ନିୟମ ଅନୁସରଣ ନ କରନ୍ତି ତେବେ ପରିଣାମ ସାଙ୍ଘାତିକ ହେବ। ବିଶେଷଜ୍ଞଙ୍କ ଅନୁଯାୟୀ, ତୃତୀୟ ତରଙ୍ଗ ସହିତ…

ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର

ଭୁବନେଶ୍ବର : କରୋନାର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ । ଆଗକୁ ତୃତୀୟ ଲହର ଆସୁଥିବାରୁ ୩ ହଜାର ବେଡ୍ ପ୍ରସ୍ତୁତ ରହିଛି । ସେହିପରି ୪ ହଜାର ୫୦୦ ଡାକ୍ତର ଓ ନର୍ସଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ…

ଦ୍ୱିତୀୟ ତରଙ୍ଗଠାରୁ କମ୍ ଗୁରୁତର ହୋଇପାରେ ତୃତୀୟ ଲହର

ପୁଣେ: କରୋନା ମହାମାରୀର ତୃତୀୟ ତରଙ୍ଗ ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ଯେକୌଣସି ସମୟରେ ଆସିପାରେ ବୋଲି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) କହିଛି। କିନ୍ତୁ ଏହାର ପ୍ରଭାବ ଦ୍ବିତୀୟ ତରଙ୍ଗଠାରୁ କମ୍ ରହିପାରେ ବୋଲି ଆଇସିଏମଆର ଏପିଡେମୋଲୋଜି ଆଣ୍ଡ୍‌…

କରୋନାର ସମ୍ଭାବ୍ୟ ତୃତୀୟ ଲହର ନେଇ ଏମିତି କଥା କହିଲେ ଡିଏମଇଟି

ଭୁବନେଶ୍ୱର: କରୋନା ସେକେଣ୍ଡ ଓ୍ୱେଭ୍ ପ୍ରକୋପ କମିଥିବା ବେଳେ ତୃତୀୟ ଲହରକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ବିଶେଷଜ୍ଞ ଆକଳନ କରୁଛନ୍ତି ଥାର୍ଡ ଓ୍ୱେଭରେ ପିଲାମାନେ ଅଧିକ ସଂକ୍ରମିତ ହେବେ । ସେପ୍ଟେମ୍ୱର କିମ୍ୱା ଅକ୍ଟୋବରରେ ପିକ୍ ନେଇ ବିଶେଷଜ୍ଞ ଆକଳନ କରୁଛନ୍ତି । ସେତେବେଳେ ଦେଶରେ ଦୈନିକ…

ସେତେଟା ଘାତକ ହେବନି ତୃତୀୟ ଲହର

ଭୁବନେଶ୍ବର : ଦେଶରେ କମିବାରେ ଲାଗିଛି ମହାମାରୀ କରୋନା ପ୍ରକୋପ । ସଂକ୍ରମଣ କମୁଥିବା ବେଳେ, ସ୍ଥିତିରେ ମଧ୍ୟ ସୁଧାର ଆସୁଛି । ହେଲେ ଏବେ ତୃତୀୟ ଲହରକୁ ନେଇ ଲୋକଙ୍କ ମନରେ ଚିନ୍ତା ପଶିଲାଣି । କିନ୍ତୁ ଏହି ତୃତୀୟ ଲହର ସେତେଟା ଘାତକ ହେବନି । ଆଇସିଏମଆର ରିପୋର୍ଟରେ କୁହାଯାଇଛଇ ଯେ,…

ଅଧିକ ସଂକ୍ରମିତ ଥିବା ଜିଲ୍ଲା ଉପରେ ସ୍ବତନ୍ତ୍ର ଫୋକସ

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ କରୋନା । ସ୍ଥିତିରେ ସୁଧାର ଆସୁଥିବା ବେଳେ, ଏବେ ଚିନ୍ତା ବଢ଼ାଇଛି ୪ ଜିଲ୍ଲା । କାରଣ ଏହି ୪ ଜିଲ୍ଲାରେ ଅଧିକ ରହୁଛି ସଂକ୍ରମଣ । ଅର୍ଥାତ ପ୍ଲାଟ୍ୟୁ ଷ୍ଟେଜରେ ରହୁଛି ୪ ଜିଲ୍ଲା । ତେଣୁ ଏହି ସବୁ ଜିଲ୍ଲାରେ ସର୍ଭେଲାନ୍ସକୁ…

ଅଗଷ୍ଟ ଶେଷ ସୁଦ୍ଧା ଭାରତ ଛୁଇଁବ ତୃତୀୟ ଲହର!

ନୂଆଦିଲ୍ଲୀ: କରୋନା ଦ୍ବିତୀୟ ଲହରର ପ୍ରକୋପ ଥମି ନଥିବା ବେଳେ ତୃତୀୟ ତରଙ୍ଗକୁ ନେଇ ଆଶଙ୍କା ବଢିଛି। ଏହାସହିତ ହୁ ମଧ୍ୟ ବିଶ୍ବକୁ ଚେତାଇ ଦେଇଛି ଯେ ବର୍ତ୍ତମାନ ଆମେ ତୃତୀୟ ଲହରର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛୁ। ତେବେ ଅଗଷ୍ଟ ଶେଷ ସୁଦ୍ଧା  ଏହା ଭାରତକୁ ଆସିପା‌ରେ ବୋଲି ବୈଜ୍ଞାନିକମାନେ…

କରୋନାର ତୃତୀୟ ଲହର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓଡ଼ିଶା

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ । ହେଲେ ମୃତ୍ୟୁରେ ଲାଗୁନି ବ୍ରେକ୍ । ହେଲେ କରୋନାର ତୃତୀୟ ଲହର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ରାଜ୍ୟ ସରକାର । ତେବେ କରୋନାର ତୃତୀୟ ଲହରୀ ଆସୁ କି ନଆସୁ, ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି…

ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଶିଖର ଛୁଇଁପାରେ ତୃତୀୟ ତରଙ୍ଗ

ନୂଆଦିଲ୍ଲୀ: ଅକ୍ଟୋବର-ନଭେମ୍ବର ମଧ୍ୟରେ ଶିଖର ଛୁଇଁପାରେ ତୃତୀୟ ତରଙ୍ଗ। କରୋନାଭାଇରସ୍ ସଂକ୍ରମଣର ସମ୍ଭାବ୍ୟ ତୃତୀୟ ତରଙ୍ଗ ଏହି ସମୟରେ ଶିଖରକୁ ଛୁଇଁପାରେ ବୋଲି ସରକାରୀ ପ୍ୟାନେଲର ବୈଜ୍ଞାନିକମାନେ କହିଛନ୍ତି। ତେବେ ତୃତୀୟ ତରଙ୍ଗ ସମୟରେ କୋଭିଡ୍ ସଂକ୍ରମଣ ଶୀଘ୍ର ବିସ୍ତାର ହୋଇପାରେ…