Latest Odisha News

ଡେଲଟା ମ୍ୟୁଟାଣ୍ଟ ବିରୁଦ୍ଧରେ ପ୍ରଭାବଶାଳୀ କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ଟିକା

ନୂଆଦିଲ୍ଲୀ: ଡେଲଟା ପ୍ଲସ୍ ଭାରିଆଣ୍ଟ ଏବେ ଚିନ୍ତା ବଢାଇଥିବା ବେଳେ ଏହା ଭିତରେ ଏକ ଆଶ୍ବସ୍ତିକର ଖବର ଜାଣିବାକୁ ମିଳିଛି। କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ଟିକା କରୋନା ଭୂତାଣୁର ନୂଆ ପ୍ରକାର ତଥା ଆଲଫା, ବିଟା, ଗାମା ଏବଂ ଡେଲଟା ବିରୁଦ୍ଧରେ ପ୍ରଭାବଶାଳୀ। ତେବେ ଏହି ଦୁଇଟି ଟିକା ଡେଲଟା ପ୍ଲସ୍ ଭାରିଆଣ୍ଟ ପାଇଁ କେତେ ଫଳପ୍ରଦ ତାକୁ ନେଇ ପରୀକ୍ଷଣ ଚାଲିଛି।

ଆଇସିଏମଆର ମହାନିର୍ଦ୍ଦେଶକ ଗୁରୁତ୍ୱାରୋପ କରିଛନ୍ତି ଯେ ବର୍ତ୍ତମାନ ଭାରତରେ ପରିଚାଳିତ ଦୁଇଟି ଟିକା ନୂତନ ଡେଲଟା ମ୍ୟୁଟାଣ୍ଟ ବିରୁଦ୍ଧରେ ପ୍ରଭାବଶାଳୀ ଅଟେ। “ତଥାପି, କୋଭିଶିଲ୍ଡ ଏବଂ କୋଭାକ୍ସିନ୍ SARS-CoV-2- ଆଲଫା, ବିଟା, ଗାମା ଏବଂ ଡେଲ୍‌ଟା ବିରୁଦ୍ଧରେ କାର୍ଯ୍ୟ କରନ୍ତି।

Comments are closed.