Latest Odisha News

BREAKING NEWS

ଶାନ୍ତି ସ୍ତୁପ ଧଉଳିରେ ଫାଟ…

ଭୁବନେଶ୍ୱର: ରକ୍ଷଣା ବେକ୍ଷଣ ଅଭାବରୁ ଶାନ୍ତି ସ୍ତୁପ ଧଉଳିରେ ସୃଷ୍ଟି ହୋଇଛି ଫାଟ । ବିଶ୍ବ ଦରବାରରେ ଓଡ଼ିଶାର ଖ୍ୟାତି ବହନ କରୁଥିବା ଧଉଳି ଶାନ୍ତି ସ୍ତୁପର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

ଶାନ୍ତି ସ୍ତୁପର ପାହାଚ, ଛତରୀ, ଗମ୍ବୁଜ, ଚତୁଃପାର୍ଶ୍ବ କାନ୍ଥ ସବୁଥିରେ ଫାଟ ସୃଷ୍ଟି ହେବା ସହ ଗମ୍ବୁଜରୁ ବର୍ଷା ପାଣି ଝରୁଥିବା ଦେଖା ଦେଇଛି। କେବଳ ଅନୁଧ୍ୟାନରେ ହିଁ ଏଯାଏଁ କାମ ଅଟକି ରହିଛି। ଏଭଳି ପରିସ୍ଥିତିରେ ଓଡ଼ିଶାର ଏହି ଐତିହକୁ ଯଦି ରକ୍ଷଣାବେକ୍ଷଣ କରାଯାଇ ମରାମତି କରାନଯାଏ ତେବେ ଆଗକୁ ଏହା ଅନ୍ୟ ଐତିହ ଭଳି ତାର ଜାଲିରେ ଗୁଡେଇ ହୋଇ ନିଜର ସୁନ୍ଦରତା ହରାଇବ।

Comments are closed.