ଭୁବନେଶ୍ୱର: ରାଜ୍ୟରେ ଗଠନ ହେଲା ଆଉ ଏକ ପୋଲିସ ଜିଲ୍ଲା। ନୂଆ ରାଇରଙ୍ଗପୁର ପୋଲିସ ଜିଲ୍ଲା ଗଠନ କଲେ ସରକାର। ମୟୂରଭଞ୍ଜ ପୋଲିସ ଜିଲ୍ଲା ଭାଗ ହୋଇ ଗଠନ ହେଲା। ରାଇରଙ୍ଗପୁରରେ ରହିବ ଏହାର ମୁଖ୍ୟାଳୟ। ନୂଆ ପୋଲିସ ଜିଲ୍ଲାରେ ରହିବ ୧୪ଟି ଥାନା। ଏଥିରେ ୫ ଆଉଟ୍ ପୋଷ୍ଟ ଓ ୨ଟି ବିଟ୍ ହାଉସ୍ ମଧ୍ୟ ରହିବ।

BREAKING NEWS
Comments are closed.