Latest Odisha News

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ କାର୍ଯ୍ୟସୂଚୀରେ ପରିବର୍ତନ ହୋଇପାରେ !

ସିଡନୀ: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପୂର୍ବ ନିଦ୍ଧାରିତ କାର୍ଯ୍ୟସୂଚୀରେ ପରିବର୍ତନ ହୋଇପାରେ । କୁଇନ୍ସଲାଣ୍ଡରେ କୋଭିଡ-୧୯ କାୟା ବିସ୍ତାର କରୁଥିବାରୁ ସିଡନୀରେ ହେବାକୁ ଥିବା ତୃତୀୟ ଟେଷ୍ଟ ନେଇ ସନ୍ଦେହ ସୃଷ୍ଟି ହୋଇଛି । ୩ୟ ଟେଷ୍ଟର ବିକଳ୍ପ ଭେନ୍ୟୁ ଭାବେ କ୍ରିକେଟ ଅଷ୍ଟ୍ରେଲିଆ ମେଲବୋର୍ଣ୍ଣକୁ ରଖିଛି ।

ବକ୍ସିଂ ଡେ ଟେଷ୍ଟ ପରେ ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତି ନିଆଯିବ ବୋଲି ସିଏ ପକ୍ଷରୁ କୁହାଯାଇଛି । ବିମାନ ଚଳାଚଳଠାରୁ ଆରମ୍ଭ କରି ଅନ୍ୟ ସବୁ ଦିଗରେ ଧିରେ ଧିରେ କଟକଣା ବୃଦ୍ଧି ପାଇବାରେ ଲାଗିଛି । ଯାହା ଫଳରେ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

Leave A Reply

Your email address will not be published.