Latest Odisha News

BREAKING NEWS

ଅବସର ନେଲେ କ୍ରିକେଟର ଆଲୋକ ମଙ୍ଗରାଜ

ଭୁବନେଶ୍ୱର: ଓଡିଶା କ୍ରିକେଟର ଡାହାଣହାତୀ ମିଡିୟମ ପେସ୍ ବୋଲର ଆଲୋକ ମଙ୍ଗରାଜ ସମସ୍ତ ଫର୍ମାଟ କ୍ରିକେଟରୁ ଅବସର ଗ୍ରହଣ କରିଛନ୍ତି ।

ଆଲୋକ ରାଜ୍ୟ କ୍ରିକେଟ ସହ ପ୍ରାୟ ୧୩ ବର୍ଷ ହେଲା ଯୋଡି ହୋଇ ରହିଛନ୍ତି । ୨୦୧୧ରେ ମୋହାଲିରେ ସେ ପଂଜାବ ବିପକ୍ଷରେ ମ୍ୟାଚ୍ ଖେଳିଥିଲେ । ତାଙ୍କ କ୍ୟାରିଅର ମଧ୍ୟରେ ସେ ୨୨ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଛନ୍ତି । ତାଙ୍କ ଅବସର ଘୋଷଣା ଅବସରରେ ଓସିଏ ପକ୍ଷରୁ ତାଙ୍କର ଉତ୍ତରତୋର ଉନ୍ନତି କାମନା କରାଯାଇଛି ।

Leave A Reply

Your email address will not be published.