Latest Odisha News

BREAKING NEWS

ଚେନ୍ନାଇରେ କଟକର ଏସସିବି ଡାକ୍ତରଙ୍କ ଦେହାନ୍ତ

କଟକ: କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ନେଫ୍ରୋଲୋଜି ବିଭାଗର ମୁଖ୍ୟ ତଥା କ୍ୟାଡେଭେରିକ୍ ଟ୍ରାନ୍ସପ୍ଲାଣ୍ଟର ରାଜ୍ୟ ନୋଡାଲ୍ ଅଫିସର ପ୍ରଫେସର ଚିତ୍ତ ରଂଜନ କରଙ୍କର ଦେହାନ୍ତ ଘଟିଛି।

ଗତ ଶୁକ୍ରବାର ସନ୍ଧ୍ୟାରେ ଚେନ୍ନାଇର ଏମଜିଏମ ହେଲଥ କେୟାରରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି।

ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିବା ଜଣାପଡିଛି।

 

Comments are closed.