Latest Odisha News

BREAKING NEWS

Browsing Tag

SCB Medical College and Hospital

ଏସସିବି ଆଞ୍ଚଳିକ ସିଟି ସ୍କାନରରେ ଅଗ୍ନିକାଣ୍ଡ

କଟକ: କଟକ ଏସସିବି ମେଡିକାଲ୍ କଲେଜରେ ପୁଣି ଅଗ୍ନକାଣ୍ଡ । ଏସ୍‌ସିବିର ଆଞ୍ଚଳିକ ସିଟି ସ୍କାନରରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି…

ଭାରତୀୟ ଫରେନ୍ସିକ ମେଡିସିନର ଜାତୀୟ ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭାରତୀୟ ଫରେନସିକ୍ ମେଡିସିନ ଜାତୀୟ ସମ୍ମିଳନୀ ଉଦଘାଟିତ । ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବା ସହ ନିଜର ଅଭିଭାଷଣ ରଖିଛନ୍ତି । ଇଣ୍ଡିଆନ୍ ଏକାଡେମୀ ଅଫ୍ ଫରେନସିକ୍ ମେଡିସିନର ବାର୍ଷିକ ଜାତୀୟ ସମ୍ମିଳନୀରେ ଯୋଗଦେଇଥିବା ମୁଁ ଖୁସି ବୋଲି କହିଛନ୍ତି…

ଅକ୍ସିଜେନ ପାଇପ୍‌ରେ ଲିକ୍ ଯୋଗୁଁ କଟକ SCBରେ ଓପନ ହାର୍ଟ ସର୍ଜରୀ ବନ୍ଦ

କଟକ: ଅକ୍ସିଜେନ ପାଇପ୍‌ରେ ଲିକ୍ ଯୋଗୁଁ କଟକ ବଡ଼ମେଡିକାଲର କାର୍ଡିଓଥୋରାସିସ ବିଭାଗରେ ଓପନ ହାର୍ଟ ସର୍ଜରୀ ବନ୍ଦ । ସ୍ଥିତି ସ୍ୱାଭାବିକ ହେବା ଯାଏ ଏସସିବିରେ ଓପନ୍ ହାର୍ଟ ସର୍ଜରୀ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଆଇସିୟୁ ଏବଂ ଓଟିରେ ସର୍ଜରୀ ବନ୍ଦ ରହିବା ନେଇ ସୂଚନା ମିଳିଛି । ତେବେ…

ଚେନ୍ନାଇରେ କଟକର ଏସସିବି ଡାକ୍ତରଙ୍କ ଦେହାନ୍ତ

କଟକ: କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ନେଫ୍ରୋଲୋଜି ବିଭାଗର ମୁଖ୍ୟ ତଥା କ୍ୟାଡେଭେରିକ୍ ଟ୍ରାନ୍ସପ୍ଲାଣ୍ଟର ରାଜ୍ୟ ନୋଡାଲ୍ ଅଫିସର ପ୍ରଫେସର ଚିତ୍ତ ରଂଜନ କରଙ୍କର ଦେହାନ୍ତ ଘଟିଛି। ଗତ ଶୁକ୍ରବାର ସନ୍ଧ୍ୟାରେ ଚେନ୍ନାଇର ଏମଜିଏମ ହେଲଥ କେୟାରରେ ତାଙ୍କର ଦେହାନ୍ତ…

ମିଳିଲାନି ଆମ୍ବୁଲାନ୍ସ, ଟ୍ରଲିରେ ରୋଗୀଣା ସ୍ତ୍ରୀକୁ ପୁରୀରୁ ଆଣିଲେ କଟକ

କଟକ: ପୁରୀ ଜିଲ୍ଲା ସାକ୍ଷୀଗୋପଳରୁ କଟକ ସହର । ପାଖାପାଖି ୯୦ କିଲୋମିଟର । ବାଇକ୍ କିମ୍ବା ବସ୍‌ରେ ଗଲେ ୩ରୁ ୪ ଘଂଟା ଲାଗିବ । ଆଉ ଟ୍ରଲିରେ ଯଦି ଜଣେ ଲୋକଙ୍କୁ ବୋହି ଏତେ ଦୂର ନିଆଯାଏ ଆପଣ ଅନୁମାନ କରିପାରୁଥିବେ କେତେ ଘଂଟା ଲାଗିପାରେ । ଟ୍ରଲି ଉପରେ ଯନ୍ତ୍ରଣାରେ ଝଟପଟ ହେଉଥିବା ରୋଗୀଣା…

କଟକର ୩ ହସ୍ପିଟାଲ ପାଇଁ ଏସ୍‌ଓପି ଜାରି

କଟକ: ରାଜ୍ୟରେ କରୋନାକୁ ଲାଗୁନି ବ୍ରେକ୍ । ଦିନକୁ ଦିନ କରୋନା ତାରା କାୟା ବିସ୍ତାର କରିବାରେ ଲାଗିଛି । ତେବେ ଏହାର ମୁକାବିଲା ପାଇଁ କଟକର ବିଭିନ୍ନ ମେଡିକାଲ ପାଇଁ ଏସ୍‌ଓପି ଜାରି ହୋଇଛି । ଏସ୍‌ସିବି, ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ଏବଂ ଶିଶୁ ଭବନ ପାଇଁ ଏସ୍‌ଓପି ଜାରି ହୋଇଛି ।…

ଆରମ୍ଭ ହେବ ଏସ ସି ବି ସମ୍ପ୍ରସାରଣ କାର୍ଯ୍ୟ; ସୂଚନା ଦେଲେ ଜିଲ୍ଲାପାଳ

କଟକ: କଟକ: କଟକ ଜିଲ୍ଲାରେ କୋଭିଡ୍ ମୁକାବିଲା ଲାଗି ଦୀର୍ଘ ଦିନ ଧରି ସ୍ଥଗିତ ରହିଥିଲା ଏସସିବି ମେଡ଼ିକାଲ ସମ୍ପ୍ରସାରଣ କାର୍ଯ୍ୟ । ତେବେ ଜିଲ୍ଲାରେ ସ୍ଥଗିତ ଥିବା ଏସ ସି ବି ମେଡିକାଲ ସମ୍ପ୍ରସାରଣ ଓ ତାଳଦଣ୍ଡା କେନାଲ ପାର୍ଶ୍ଵ ରାସ୍ତା ଗୁଡ଼ିକୁ ଅବରୋଧ ମୁକ୍ତ କରି ୩ ଲାଇନ (ଉଭୟ ପାର୍ଶ୍ୱ)…