ଭୁବନେଶ୍ୱର: ଆରବ ସାଗର ପରେ ବଙ୍ଗୋପସାଗରରେ ଆଶୁଛି ବାତ୍ୟା ୟଶ । ଦିନେ ପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ତାପରେ ଡିପ୍ରେସନ୍ ଓ ପରବର୍ତ୍ତୀ ୭୨ ଘଣ୍ଟାରେ ସାଇକ୍ଲୋନ୍ ସୃଷ୍ଟି ହେବ । ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ବାତ୍ୟା ୟଶ କୁଆଡ଼େ ମୁହାଇଁଇବ ? ଓଡ଼ିଶା, ପଶ୍ଚିମବଙ୍ଗ ନା ବାଂଲାଦେଶ ? ବର୍ତ୍ତମାନ ସୁଦ୍ଧା ଆଇଏମଡି ପକ୍ଷରୁ ଗତିପଥ ଓ ଲ୍ୟାଣ୍ଡଫଲ ନେଇ କୌଣସି ସଠିକ୍ ପୂର୍ବାନୁମାନ କରାଯାଇନି । ୨୨ ତାରିଖରେ ଲଘୁଚାପ ବଳୟ ସୃଷ୍ଟି ପରେ ସ୍ପଷ୍ଟ ହେବ ଗତିପଥ ।
ସ୍ପଷ୍ଟ ହୋଇନି ଗତିପଥ
ତେବେ ବିଭିନ୍ନ ପାଣିପାଗ ସଂସ୍ଥାର ପୂର୍ବାନୁମାନ କହୁଛି, ବାତ୍ୟା ୟଶ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପୂଳରେ ସ୍ଥଳଭାଗ ଛୁଇଁପାରେ । ଆସନ୍ତା ୨୬ ତାରିଖରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି କୁହାଯାଉଛି । ଓଡ଼ିଶାରେ କିନ୍ତୁ ଏହାର ପ୍ରଭାବ ପଡ଼ିପାରେ । ୨୫ ତାରିଖ ବେଳକୁ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହେବ । କିଛି ସ୍ଥାନରେ ପ୍ରବଳ ବର୍ଷିପାରେ ବୋଲି ଆଇଏମଡି କହିଛି । ସେହିପରି ପଶ୍ଚିମବଙ୍ଗ ସରକାର ବି ସତର୍କ ହେଲେଣି । ମୁକାବିଲା ପାିଁ ପ୍ରଶାସନିକସ୍ତରରେ ଆରମ୍ଭ ହେଲାଣି ପ୍ରସ୍ତୁତି ।
BREAKING NEWS
- Sunetra Pawar Oath Ceremony: NDA ସରକାରରେ ଯୋଗ ଦେବେ କି ଶରଦ ପାୱାର?, ସୁନେତ୍ରାଙ୍କ ରାଜ୍ୟାଭିଷେକ ନେଇ ଦେଲେ ବଡ଼ ବୟାନ…
- ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ନୀତି ନିର୍ଘଣ୍ଟ: ଜାଣନ୍ତୁ କେଉଁ ସମୟରେ ଉଠିବ ମହାଦୀପ…
- ଫେବୃଆରୀ ୨ ଯାଏଁ ରାଜ୍ୟରେ କୁହୁଡ଼ି ସମ୍ଭାବନା, ୪ ଯାଏଁ ଅଧିକାଂଶ ସ୍ଥାନରେ ବଢିବ ରାତି ତାପମାତ୍ରା
- ସରକାରଙ୍କ ବଡ଼ ଘୋଷଣା: ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ…
- ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲ୍ଲା ପ୍ରଶାସନ
- ୪ ରାଜ୍ୟରେ କରୁଥିଲେ ଅନଲାଇନ ଟ୍ରେଡିଂ ଠକେଇ, ତିନି ଗିରଫ
- ରାଜ୍ୟ ସରକାର ଭୁଲ ତଥ୍ୟ ଦେଇ ବିଶ୍ୱ ବ୍ୟାଙ୍କ ଟିମ୍ ଓ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି: ବିଜେଡି
- Joranda Mela: ଚଳଚଞ୍ଚଳ ଢେଙ୍କାନାଳ;ଆରମ୍ଭ ହେଉଛି ବିଶ୍ବ ପ୍ରସିନ୍ଧ ଯୋରନ୍ଦା ମେଳା
- Gopalpur Mahotsav: ଗଞ୍ଜାମ ଜିଲ୍ଲାବାସୀଙ୍କୁ ୪୯୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ଭେଟି;୩୨ କୋଟିରେ ଗୋପାଳପୁର…
- ସମସ୍ତ ଚାଷୀଙ୍କ ଧାନ ସରକାର କିଣିବେ, କାହାରି ବି ଟୋକନ ଲାପ୍ସ ଯିବ ନାହିଁ: ମନ୍ତ୍ରୀ
Comments are closed.