Latest Odisha News
Browsing Tag

Cyclone in Bay Of Bengal

ଉପକୂଳ ନିକଟତର ହେଉଛି ଭୀଷଣ ବାତ୍ୟା ଅସାନି, ଘଣ୍ଟାପ୍ରତି ବେଗ ୧୨ କି.ମି

ଭୁବନେଶ୍ୱର: ଭୀଷଣ ବାତ୍ୟା ‘ଅସାନି’ ଉପକୂଳ ନିକଟତର ହେଉଛି । ଏବେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି । ଗୋପାଳପୁରର ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୫୧୦ କିମି ଓ ପୁରୀଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୫୯୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି ଭୀଷଣ…

୨୧ ତାରିଖରେ ବଙ୍ଗୋପସାଗରରେ ବାତ୍ୟା, ୨୩ରେ ଲ୍ୟାଣ୍ଡଫଲ୍: କୁଆଡ଼େ ଯିବ ଜାଣନ୍ତୁ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ର ରୂପ ନେବ । ଆସନ୍ତା ୨୧ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଆଣ୍ଡୋମାନ ନିକୋବର ନିକଟରେ ୧୯ ତାରିଖରେ ଓ୍ୱେଲ୍ ମାର୍କଡ ଲୋ ପ୍ରେସର ହେବ ଲଘୁଚାପ । ଧୀରେ ଧୀରେ ଘନୀଭୂତ ହୋଇ ୨୦ ତାରିଖରେ ଡିପ୍ରେସନ୍ ହେବ । ୨୧ ତାରିଖରେ…

ଆସୁଛି ବାତ୍ୟା: ଆଜି ସ୍ପଷ୍ଟ ହେବ କୁଆଡ଼େ ଯିବ ‘ଜଓ୍ୱାଦ୍’

ଭୁବନେଶ୍ୱର: ବଙ୍ଗୋପସାଗରରେ ଆସୁଛି ବାତ୍ୟା । ଆଣ୍ଡାମାନ ସାଗରରେ ସକ୍ରିୟ ଲଘୁଚାପ ଆଜି ଅବପାତରେ ପରିଣତ ହୋଇପାରେ । ଆସନ୍ତାକାଲି ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇପାରେ ବାତ୍ୟା । ଏହାର ନାଁ ରହିବ ଜଓ୍ୱାଦ । ସାଇକ୍ଲୋନ ହେବା ପରେ ଉପକୂଳ ମୁହାଁ ହେବ । ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି…

ବଙ୍ଗୋପସାଗରରେ ବଢୁଛି ବାତ୍ୟା ଆଶଙ୍କା

ଭୁବନେଶ୍ୱର: ୨୯ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ଧୀରେ ଧୀରେ ବଙ୍ଗୋପସାଗରରେ ପ୍ରବେଶ କରିବ । ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ବିଭିନ୍ନ ପାଣିପାଗ ସଂସ୍ଥା ଏଭଳି ପୂର୍ବାନୁମାନ କରୁଛନ୍ତି । ତେବେ ଲଘୁଚାପ ସୃଷ୍ଟି ହେବା ପରେ ସ୍ପଷ୍ଟ…

ୟସ୍ ନେବ ଅତି ଭୀଷଣ ବାତ୍ୟାର ରୂପ, ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳ ଦେଇ ଗତି କରିବ

ଭୁବନେଶ୍ୱର: ଆସୁଛି ବାତ୍ୟା ୟସ୍ । ଆଜି ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଆସନ୍ତା ୨୪ ତାରିଖରେ ଏହା ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ଏନଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ପରବର୍ତ୍ତୀ ୨୪ ଘଣ୍ଟାରେ ବାତ୍ୟା ଅଧିକ ଘନୀଭୂତ ହୋଇ ଭେରି…

ଆଜି ଜଣାପଡ଼ିବ ସମ୍ଭାବ୍ୟ ବାତ୍ୟା ‘ୟସ୍’ ଯିବ କୁଆଡ଼େ ?

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ସୃଷ୍ଟି ହେବ ଲଘୁଚାପ ବଳୟ । ଏହା ଧୀରେ ଧୀରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବ । ୨୪ ତାରିଖ ବେଳକୁ ଲଘୁଚାପ ସାଇକ୍ଲୋନ ବା ବାତ୍ୟାର ରୂପ ନେବ । ବାତ୍ୟାର ନାଁ ରହିବ ୟସ ।…

ଆସୁଛି ବାତ୍ୟା ‘ୟଶ’: କୁଆଡ଼େ ଗତିପଥ, କେଉଁଠି କରିବ ଲ୍ୟାଣ୍ଡଫଲ୍ ?

ଭୁବନେଶ୍ୱର: ଆରବ ସାଗର ପରେ ବଙ୍ଗୋପସାଗରରେ ଆଶୁଛି ବାତ୍ୟା ୟଶ । ଦିନେ ପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ତାପରେ ଡିପ୍ରେସନ୍ ଓ ପରବର୍ତ୍ତୀ ୭୨ ଘଣ୍ଟାରେ ସାଇକ୍ଲୋନ୍ ସୃଷ୍ଟି ହେବ । ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ବାତ୍ୟା ୟଶ କୁଆଡ଼େ ମୁହାଇଁଇବ ? ଓଡ଼ିଶା,…