ରାଶିଫଳ
ତା ୨୨-୧୨-୨୦୧୯ ରବିବାର
ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର
[ମୋବାଇଲ ନମ୍ବର: ୯୪୩୭୨୨୫୪୩୪]
ଆଜି ଦିନର ମହତ୍ତ୍ୱ.
ଆଜି ହେଉଛି ୨୦୧୯ ମସିହା ଡିସେମ୍ବର
ତା ୨୨ ରିଖ ରବିବାର ଧନୁ ୦୭ ଦିନ ପୌଷ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର
ଘାତ ବାର-: ମେଷ ରାଶିର
ଆଜି: ଶିମ୍ବ ଖାଇବା ନିଷେଧ
ମେଷ : ଆଜି ଆପଣଙ୍କୁ ସଫଳତା ମିଳିବ ନାହିଁ ନିର୍ମାଣଧୀନନ କାର୍ଯ୍ୟରେ ବାଧା ବିଘ୍ନ ଦେଖା ଦେଇପାରେ ।ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ ।ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ ।
ବୃଷ : ଆଜି ଆର୍ଥିକ ସହାୟତା ମିଳିବ ।କର୍ମ କ୍ଷେତ୍ରରେ ମାନ ସମ୍ମାନ ପଦ ମର୍ଯ୍ଯାଦା ବୃଦ୍ଧି ପାଇବ ।ଶିଳ୍ପ ବାଣିଜ୍ୟ ଓ ବ୍ୟବସାୟରେ ସଫଳତା ମିଳିବ ।ମହିଳାମାନେ ଆଶା କରୁଥିବା ଦିଗରୁ ଲାଭବାନ ହେବେ ।
ମିଥୁନ: ପ୍ରତେକ କାର୍ଯ୍ୟରେ ସଫଳତା ମିଳିବ ।କଳେ ବଳେ କୌଶଳରେ ଅର୍ଥ ପ୍ରାପ୍ତି ହେବ ।ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଅଗ୍ରଗତି କରିବେ ।ଲୋକ ସମ୍ପର୍କ ବୃଦ୍ଧି ପାଇବ ।ମହିଳାମାନେ ଆମୋଦ ପ୍ରମୋଦରେ ଦିନଟିଅତିବାହିତ କରିବେ ।
କର୍କଟ: ଦୁସାହାସିକ ପଦକ୍ଷେପ ନେଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।ଯାନବାହନ ଲାଭର ଯୋଗ ରହିଛି ।ଶାରୀରିକ ପୀଡା ଦେଖା ଦେଇପାରେ ।ମହିଳାମାନେ ଚେଷ୍ଟା କରୁଥିବା କାର୍ଯ୍ୟରେ ସିଦ୍ଧି ଲାଭ କରିବେ ।
ସିଂହ: ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ ।ପାରିବାରିକ ଜୀବନ ସୁଖମୟ ହେବ ।ଶତୃମାନେ ପରାଜିତ ହେବେ ।ବ୍ଯବସାୟରେ ଆଯ ବୃଦ୍ଧି ଘଟିବ ।ରାଜନେତାମାନେ ଜନ କଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ ।
କନ୍ୟା: ଆଜି ଆପଣଙ୍କୁ କେହି ଜଣେ ବ୍ୟକ୍ତି ସାହାଯ୍ୟ କରିବ ।ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ।କର୍ମ କ୍ଷେତ୍ରରେ ସମ୍ମାନିତ ହେବେ ।
ତୁଳା: ପରିବାରରେ ସୁସମ୍ପର୍କ ରହିବ ନାହିଁ ।ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରନ୍ତୁ ।ମହିଳାମାନେ ଅପମାନିତ ସମାଲୋଚିତ ହେବେ ।ଶରୀରରେ ଯେକୌଣସି ଅଙ୍ଗରେ ଆଘାତ ଲାଗି ପାରେ ।
ବିଛା: କର୍ମରେ ସଫଳତା ମିଳିବ । ଦୂର ସ୍ଥାନକୁ ଯାତ୍ରା କରିବାକୁ ସୁଯୋଗ ମିଳିବ ।ଘରୋଇ ସମସ୍ଯା ମନକୁ ଭାରାକ୍ରାନ୍ତ କରାଇବ ।ସଞ୍ଚିତ ଅର୍ଥ ବ୍ୟୟ ହୋଇ ଯିବ ।ଆଶା କରୁଥିବା ଦିଗରୁ ସଫଳତା ପାଇବେ ନାହିଁ ।
ଧନୁ: ବିଭିନ୍ନ ସମସ୍ଯାକୁ ନେଇ ଚିନ୍ତିତ ହେବେ ।ପ୍ରତିଯୋଗିତାରେ ଅଂଶଗ୍ରହଣ ପରାଜିତ ହେବେ ।ବ୍ଯବସାୟରେ ବାଧା ବିଘ୍ନ ଦେଖା ଦେଇପାରେ ।ପଡୋଶୀମାନଙ୍କ ସହ କଳହ ସୃଷ୍ଟି ହୋଇ ପାରେ।
ମକର: ସନ୍ତାନ ସନ୍ତତି ମାନଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ହେବେ ।କର୍ମ କ୍ଷେତ୍ରରେ ଆପଣଙ୍କୁ ମାନ ସମ୍ମାନ ପ୍ରତିଷ୍ଠା ମିଳିବ ।ବହୁ ବିଳମ୍ବରେ ହେଉ ପଛେ ଶେଷରେ ବିଜୟ ଲାଭ କରିବେ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଆଯ ବୃଦ୍ଧି ଘଟିବ ।
କୁମ୍ଭ: ସାଧାରଣ କଥା ଅସାଧାରଣ ପରିସ୍ଥିତି ସୃଷ୍ଟି କରିବ।ନୂତନ ନିୟମ ପ୍ରଣୟନ କରି ପ୍ରଶଂସିତ ହେବେ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ।ଦେବ ଦର୍ଶନର ସୁଯୋଗ ରହିଛି ।
ମୀନ: ଆଜି ଆପଣଙ୍କୁ ସଫଳତା ମିଳିବ ।ପାରିବାରିକ ଜୀବନ ସୁଖମୟ ହେବ ।ବ୍ଯବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ ।ଶରୀର ସୁସ୍ଥ ରହିବ। ମହିଳାମାନେ ଗୃହ କର୍ମରେ ଲିପ୍ତ ରହିବେ ।
Comments are closed.